Home Bibles ମାର୍କଲିଖିତ ସୁସମାଚାର 14:19 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:19 · ଓଡ଼ିଆ ବାଇବେଲ

ଏହା ଶୁଣି ଶିଷ୍ଯମାନେ ବହୁତ ମନ ଦୁଃଖ କଲେ। ପ୍ରେତ୍ୟକକେ ଯୀଶୁଙ୍କୁ କହିଲେ, ନିଶ୍ଚୟ ମୁଁ ସହେି ଲୋକ ନୁହେଁ।

Cross references

ମାଥିଉଲିଖିତ ସୁସମାଚାର 26:22

ଏହାଶୁଣି ସମାନେେ ବହୁତ ଦୁଃଖିତ ହେଲେ। ପ୍ରେତ୍ୟକକ ଶିଷ୍ଯ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?

ଲୂକଲିଖିତ ସୁସମାଚାର 22:21

ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।

ଯୋହନଲିଖିତ ସୁସମାଚାର 13:22

ଯୀଶୁଙ୍କର ଶିଷ୍ଯମାନେ ସମସ୍ତେ ପରସ୍ପରକୁ ଚାହିଁଲେ। ସମାନେେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟ ରେ କହୁଛିନ୍ତି।

Interlinear

Choose Theme