ସହେି ଦିନ ବା ସହେି ସମୟ ବିଷୟ ରେ କାହାରିକୁ କିଛି ଜଣାନାହିଁ। ସ୍ବର୍ଗଦୂତ ବା ମନୁଷ୍ଯପୁତ୍ର କହେି କିଛି ଜାଣନ୍ତି ନାହିଁ। କବଳେ ଏକଥା ପରମପିତା ପରମେଶ୍ବର ଜାଣନ୍ତି।
Cross references
ସହେି ଦିନ ବା ସହେି ସମୟ କବେେ ଆସିବ, କହେି ଜାଣନ୍ତି ନାହିଁ। ଏପରିକି ସ୍ବର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କବଳେ ପରମପିତା ଏହା ଜାଣନ୍ତି।
ଅଧ ରାତି ରେ ଜଣେ କହେି ଘାଷେଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।
ତେଣୁ ସଦା ବେଳେ ଜାଗ୍ରତ ରୁହ, କାରଣ ମନଷ୍ଯପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣିନାହଁ।
ବହୁତ ଦିନ ପରେ ମାଲିକ ଘରକୁ ଫରେି ଆସିଲେ। ସେ ଚ଼ାକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କା ରେ କ'ଣ କଲେ, ତାହା ସମାନଙ୍କେୁ ପଚାରିଲେ।
ସେତବେେଳେ ଲୋକେ ମନୁଷ୍ଯପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧିଅରେ ଆସିବାର ଦେଖିବେ।
ଯୀଶୁ ସମାନଙ୍କେୁ କହିଲେ, କବଳେ ପରମେଶ୍ବରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟ ରେ ନିଷ୍ପତ୍ତି ଗ୍ରହଣ କରିପାରିବେ। ତୁମ୍ଭମାନେେ ସେ ବିଷୟ ରେ ଜାଣି ପାରିବ ନାହିଁ।
ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ ରେ ଏବେ କିଛି ଲେଖିବାର ଆବଶ୍ଯକତା ନାହିଁ।
କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।
ଏହା ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ଯ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟ ରେ ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ଯୀଶୁଙ୍କୁ ଏସବୁ ଦଇେଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦଖାଇବୋ ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପାଇଲେ।
ତେଣୁ ପ୍ରଥମ ରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସଗେୁଡ଼ିକର ବାଧ୍ଯ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭରପରେି ତୁମ୍ଭ ପାଖକୁ ଆସିବି ଓ କେତବେେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରି ଦବେି, ତାହା ତୁମ୍ଭେ ଜାଣିପାରିବ ନାହିଁ।