Home Bibles ମାର୍କଲିଖିତ ସୁସମାଚାର 13:1 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 13:1 · ଓଡ଼ିଆ ବାଇବେଲ

ଯୀଶୁ ମନ୍ଦିର ମଧ୍ଯରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲା, ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡିକ ଓ ତାର ବିଶାଳ ପଥରଗୁଡିକ କେତେ ସୁନ୍ଦର ହାଇେଛି।

Cross references

ଯିରିମିୟ 51:61

ଆଉ ଯିରିମିୟ ସରାଯକୁ କହିଲେ, ହେ ସରାଯ, ତୁମ୍ଭେ ବାବିଲକୁ ୟାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର।

ଯିହିଜିକଲ 7:20

ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।

ଯିହିଜିକଲ 8:6

ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦେଖ, ସମାନେେ କ'ଣ କରୁଛନ୍ତି ? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂ ରଇେ ୟିବା ପାଇଁ ଇସ୍ରାଯଲରେ ଉତ୍ତରାଧିକାରୀଗଣ ଏଠା ରେ ମହା ଘୃଣ୍ଯକର୍ମ କରୁଅଛନ୍ତି। ମାତ୍ର ଏହାପ ରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ଯକର୍ମ ଦେଖିବ।

ଯିହିଜିକଲ 10:4

ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।

ଯିହିଜିକଲ 10:19

ତା'ପ ରେ କିରୂବ ଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମାେ ସମ୍ମୁଖ ରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସମାନଙ୍କେ ସହିତ ଗମନ କଲେ। ଆଉ ସମାନେେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖ ରେ ଅଟକିଗଲେ ଓ ସେ ସମୟରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉପ ରେ ବିଦ୍ଯମାନ ଥିଲା।

ଯିହିଜିକଲ 11:22

ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସମାନଙ୍କେ ପାଶର୍‌ବ ରେ ଥିଲା। ଆଉ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉର୍ଦ୍ଧ୍ବ ରେ ବିଦ୍ଯମାନ ଥିଲା।

ମଲାଖୀ 3:1

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।

ମାଥିଉଲିଖିତ ସୁସମାଚାର 24:1

ଯୀଶୁ ମନ୍ଦିର ଛାଡ଼ି ବାହରି ଆସିଲେ ଓ ଚ଼ାଲି ଯାଉଥିଲେ। ସହେି ସମୟରେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦଖାଇବୋ ପାଇଁ ତାହାଙ୍କ ପାଖକୁ ଆସିଲେ।

ଲୂକଲିଖିତ ସୁସମାଚାର 21:5

କେତକେ ଶିଷ୍ଯ ମନ୍ଦିର ବିଷୟ ରେ କଥାବାର୍ତ୍ତା ହେଉଥିଲେ। ସମାନେେ କହିଲେ, ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥର ରେ ତିଆରି ହାଇେଛି। ଦେଖ ପରମେଶ୍ବରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରା ଯାଇଛି!

Interlinear

Choose Theme