Home Bibles ☰ Books ମାର୍କଲିଖିତ ସୁସମାଚାର 12:40 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 12:40 · ଓଡ଼ିଆ ବାଇବେଲ

ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ ବ୍ଯବହାର ଦଖାେନ୍ତି। ସମାନେେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖଇେ ହବୋ ପାଇଁ ସମାନେେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ବର କଠିନ ଶାସ୍ତି ଦବେେ।

Cross references

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ମୀଖା 2:2

ସମାନେେ କ୍ଷତେ ଗ୍ଭହାଁନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସମାନେେ ଗୃହ ଗ୍ଭହାଁନ୍ତି, ଅନ୍ୟଠାରୁ ଛଡାଇ ନିଅନ୍ତି। ସମାନେେ ମଧ୍ଯ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ଯ ସମାନେେ ଲୋକମାନଙ୍କୁ ପ୍ରତାରଣା କରି ସମାନଙ୍କେର ଭୂମି ଅପହରଣ କରନ୍ତି।

ମୀଖା 3:1

ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

ମାଥିଉଲିଖିତ ସୁସମାଚାର 6:7

ତୁମ୍ଭେ ପ୍ରାର୍ଥନା କଲା ବେଳେ ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନଙ୍କେ ଭଳି ନିରର୍ଥକ କଥା ବାରମ୍ବାର କୁହନାହିଁ। ସମାନେେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ବର ଶୁଣିବେ।

ମାଥିଉଲିଖିତ ସୁସମାଚାର 11:22

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ବିଚାର ଦିନ ରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହବେ।

ମାଥିଉଲିଖିତ ସୁସମାଚାର 23:13

ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ମାଥିଉଲିଖିତ ସୁସମାଚାର 23:14

ତୁମ୍ଭମାନେେ ନିଜେ ତ ପ୍ରବେଶକରି ପାରୁନାହଁ, ତା' ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେ଼ଷ୍ଟା କରୁଛନ୍ତି, ସମାନଙ୍କେୁ ମଧ୍ଯ ତୁମ୍ଭମାନେେ ଅଟକଇେ ଦେଉଥି।

ମାଥିଉଲିଖିତ ସୁସମାଚାର 23:33

ତୁମ୍ଭମାନେେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳ ରେ ଜନ୍ମ ହାଇେଛ। ତୁମ୍ଭେ ପରମେଶ୍ବରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଚ଼ାର କରାୟିବ ଓ ତୁମ୍ଭମାନେେ ନର୍କକୁ ୟିବ।

ଲୂକଲିଖିତ ସୁସମାଚାର 12:47

ଯେଉଁ ସବେକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ'ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରନେି, ସହେିଭଳି ସବେକକୁ ଭୀଷଣ ଦଣ୍ଡ ଦିଆୟିବ।

ଲୂକଲିଖିତ ସୁସମାଚାର 20:47

କିନ୍ତୁ ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ୍ଚ ମନୋଭାବ ଦଖାେନ୍ତି। ସମାନେେ ବିଧବା ମାନଙ୍କର ଘରଦ୍ବାର ଠକି କରି ନଇେ ଥାଆନ୍ତି। ସମାନେେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖଇେ ହବୋକୁ ଚେଷ୍ଟା କରନ୍ତି। ପରମେଶ୍ବର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦବେେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:6

ଏମାନଙ୍କ ଭିତରୁ କେତଜେଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସହେି ସ୍ତ୍ରୀ ଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ବାରା ପରିଚାଳିତ ହେଉଥିବା ୟୋଗୁ ଏହି ସ୍ତ୍ରୀ ଲୋକମାନେ ପାପରେ ପଡ଼ନ୍ତି।

Interlinear

Choose Theme