Home Bibles ମାର୍କଲିଖିତ ସୁସମାଚାର 12:19 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 12:19 · ଓଡ଼ିଆ ବାଇବେଲ

ସମାନେେ କହିଲେ, ଗୁରୁ, ମାଶାେ ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନଥାଇ ମରି ଯାଏ, ତବେେ ତା'ର ଭାଇର ସହେି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା' ହେଲେ ସହେି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରିପାରିବ।

Cross references

ଆଦି ପୁସ୍ତକ 38:8

ଏହାପରେ ଯିହୁଦା ଏରର ଭାଇ ଓନନକୁ କହିଲେ, ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର । ଯଦି ସେ ପିଲା ଜନ୍ମ କରେ, ସହେି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାୟିବ।

ଦିତୀୟ ବିବରଣ 25:5

ଯଦି ଦକ୍ସ୍ଟଇଭାଇ ଏକତ୍ର ବାସ କରୁଥାନ୍ତି, ଯଦି ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ମ ରେ ଓ ତାହାର ସନ୍ତାନ ନ ଥାଏ, ତବେେ ସହେି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା'ର ଅନ୍ୟ ଭାଇଜଣକ ତାକକ୍ସ୍ଟ ବିବାହ କରି ରହିବ ଓ ତାହା ସହିତ ସହବାସ କରିବ।

ରୂତର ବିବରଣ 1:11

କିନ୍ତୁ ନୟମୀ କହିଲେ, ନା, ମାରେ କନ୍ଯାଗଣ, ତୁମ୍ଭେ ତୁମ୍ଭର ସ୍ବଗୃହକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ଆଉ କାହିଁକି ମାେ ସହିତ ୟିବ? ମୁ ତୁମ୍ଭମାନଙ୍କୁ ସାହାୟ୍ଯ କରିପାରିବି ନାହିଁ। ମାରେତ ଗର୍ଭ ରେ ଆଉ ସନ୍ତାନ ନାହିନ୍ତି, ଯେଉଁମାନେ କି ତୁମ୍ଭର ସ୍ବାମୀ ହାଇେ ଥା'ନ୍ତେ।

ରୂତର ବିବରଣ 4:5

ଏହାପରେ ବୋୟଜ କହିଲା, ଯବେେ ତୁମ୍ଭେ ନୟମୀଠାରକ୍ସ୍ଟ ଏହି ଜମି କିଣିଛ, ତବେେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମାୟୋବୀଯ ଋତକକ୍ସ୍ଟ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକକ୍ସ୍ଟ ବିବାହ କରିବା ଉଚିତ୍। ଏହିପରି ଭାବରେ ସହେି ଜମି ମୃତ ଲୋକର ନାମ ରେ ରହିୟିବ।

ଲୂକଲିଖିତ ସୁସମାଚାର 20:33

ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ଯେତବେେଳେ ଲୋକେ ମୃତ୍ଯୁରୁ ପୁଣି ଜୀବନ ନପାଇ ଉଠିବେ, ସେତବେେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହବେ?

Interlinear

Choose Theme