ମାେତେ କୁହ, ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ବରଙ୍କ ଠାରୁ ଆସିଥିଲା ନା ମନୁଷ୍ଯଠାରୁ? ମାରେ ପ୍ରଶ୍ନର ଉତ୍ତର ଦିଅ।
Cross references
ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ
ଏହା ପରମେଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଚାହିଁଛନ୍ତି ତାହାଙ୍କ ପ୍ରତି ସଭେଳି ଖରାପ ବ୍ଯବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ଯବହାର କରାୟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।
ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।
ଯୋହନ ନାମକ ଜଣେ ବ୍ଯକ୍ତି ଥିଲେ। ତାହାଙ୍କୁ ପରମେଶ୍ବର ପଠାଇଥିଲେ।
ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟ ରେ କହିଲେ। ସେ କହିଲେ, ମୁଁ ଯାହାଙ୍କ ବିଷୟ ରେ କହୁଥିଲି, ସେ ଏହି। ମୁଁ କହିଲି, 'ମାେ ପରେ ୟିଏ ଆସୁଛନ୍ତି, ସେ ମାେ ଠାରୁ ବହୁତ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ।'
ଯୋହନଙ୍କର କେତକେ ଶିଷ୍ଯଙ୍କର ସହିତ ଜଣେ ୟିହୁଦୀଙ୍କର ୟୁକ୍ତିତର୍କ ହେଲା। ସମାନେେ ତାହାଙ୍କ ସହିତ ଧର୍ମ ସଂକ୍ତାନ୍ତୀୟ ଶୁଚିକରଣ ବିଷୟ ରେ ତର୍କ କରୁଥିଲେ।