Home Bibles ମାର୍କଲିଖିତ ସୁସମାଚାର 11:28 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 11:28 · ଓଡ଼ିଆ ବାଇବେଲ

ସମାନେେ ଯୀଶୁଙ୍କୁ କହିଲେ, ଆମ୍ଭଙ୍କୁ କୁହ, କେଉଁ ଅଧିକାର ରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦଲୋ?

Cross references

ଯାତ୍ରା ପୁସ୍ତକ 2:14

ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?

ଗଣନା ପୁସ୍ତକ 16:3

ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?

ଗଣନା ପୁସ୍ତକ 16:13

ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତର ରେ ମାରିବାକୁ ଆଣିଅଛ। ଏହା କ'ଣ କ୍ଷୁଦ୍ର ବିଷଯ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହବୋକୁ ଚାହୁଁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:27

ଏହାଶୁଣି ପଡ଼ୋଶୀ ପ୍ରତି ଅନ୍ଯାୟ କରୁଥିବା ଲୋକଟି ମାଶାଙ୍କେୁ ଠଲେିଦଇେ କହିଲା, 'ତୁମ୍ଭକୁ ଆମ୍ଭ ଶାସକ ଓ ବିଚ଼ାରକ ରୂପେ କିଏ ନିୟୁକ୍ତି ଦଲୋ?

ରେରିତମାନଙ୍କ କାର୍ଯ୍ୟର ବିବରଣ 7:38

ଏହି ମାଶାେ ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀ ରେ ଥିଲେ। ଯେଉଁ ସ୍ବର୍ଗଦୂତ ସୀନୟ ପର୍ବତ ରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହାଇେଥିଲେ, ସହେି ସ୍ବର୍ଗଦୂତ ଆମ୍ଭ ପିତୃପୁରୁଷ ମାଶାଙ୍କେ ସହିତ ଥିଲେ, ମାଶାେ ପରମେଶ୍ବରଙ୍କ ଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମାଶାେ ଆମ୍ଭମାନଙ୍କୁ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:51

ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।

Interlinear

Choose Theme