କିନ୍ତୁ ତୁମ୍ଭ ମଧିଅରେ ଏଭଳି କିଛି ହବୋ ଅନୁଚିତ। ଯଦି ତୁମ୍ଭ ଭିତରୁ କହେି ବଡ ହବୋକୁ ଚାହୁଁଥାଏ, ତବେେ ସେ ଜଣେ ସବେକ ଭଳି ତୁମ୍ଭ ସମସ୍ତଙ୍କର ସବୋ କରୁ।
Cross references
କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ର ରେ ସହେିଭଳି ହବେନାହିଁ। ତୁମ୍ଭ ଭିତରୁ ଯଦି କହେି ବଡ଼ ହବୋକୁ ଇଚ୍ଛା କରୁଛି, ତବେେ ସେ ଜଣେ ସବେକ ଭଳି ତୁମ୍ଭମାନଙ୍କର ସବୋ କରିବ।
କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।
ଯୀଶୁ ବସିପଡିଲେ ଓ ବାରଜଣ ପ୍ ରରେିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, ଯଦି କହେି ସବୁଠାରୁ ବଡ ହବୋକୁ ଚା ହେଁ ତବେେ ସେ ଅନ୍ୟ ସମସ୍ତଙ୍କୁ ତା' ନିଜ ଅପେକ୍ଷା ବଡ ମନେ କରୁ ଓ ସମସ୍ତଙ୍କର ସବୋ କରୁ।
ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'
ତୁମେ ମାେତେ 'ଗୁରୁ' ଓ 'ପ୍ରଭୁ' କହୁଛ। ଅବଶ୍ଯ, ଏହା ଠିକ୍, କାରଣ ମୁଁ ତାହା ଅଟେ।
ଯୀଶୁ କହିଲେ, ମାରେ ରାଜ୍ଯ ଏ ଜଗତର ନୁହେଁ। ଯଦି ଏହା ଜଗତର ହାଇେଥା'ନ୍ତା, ତବେେ ମାରେ ଦାସମାନେ ୟୁଦ୍ଧ କରିଥାଆନ୍ତେ ଓ ମାେତେ ଯିହୂଦୀମାନେ ଧରିପାରି ନଥାନ୍ତେ। କିନ୍ତୁ ମାେ ରାଜ୍ଯ ଅନ୍ୟ ଏକ ସ୍ଥାନ ରେ।
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
ମୁଁ ସ୍ବାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ୟଦ୍ଦ୍ବାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।