Home Bibles ମାର୍କଲିଖିତ ସୁସମାଚାର 1:32 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 1:32 · ଓଡ଼ିଆ ବାଇବେଲ

ସୂର୍ୟ୍ଯ ବୁଡି ୟିବା ପରେ, ସହେି ରାତି ରେ ଲୋକମାନେ ଅନକେ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେଉଁ ଲୋକମାନଙ୍କ ଦହେ ଭିତ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହି ଥିଲା, ସମାନଙ୍କେୁ ମଧ୍ଯ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ।

Cross references

ମାଥିଉଲିଖିତ ସୁସମାଚାର 4:24

ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 8:16

ସହେିଦିନ ସନ୍ଧ୍ଯା ରେ ଲୋକେ ତାହାଙ୍କ ପାଖକୁ ଭୂତ ଗ୍ରସ୍ତ ଅନକେ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞା ରେ ସହେି ଭୂତମାନଙ୍କୁ ବାହାର କରି ଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରି ଦେଲେ।

ମାର୍କଲିଖିତ ସୁସମାଚାର 1:21

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 3:2

ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।

ଲୂକଲିଖିତ ସୁସମାଚାର 4:40

ସୂର୍ୟ୍ଯ ଅସ୍ତ ହାଇଯେିବା ପରେ ଲୋକମାନେ ସମାନଙ୍କେର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନଙ୍କେଠା ରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସମାନଙ୍କେୁ ସୁସ୍ଥ କରି ଦେଲେ।

Interlinear

Choose Theme