Home Bibles ମାର୍କଲିଖିତ ସୁସମାଚାର 1:13 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 1:13 · ଓଡ଼ିଆ ବାଇବେଲ

ଯୀଶୁ ସଠାେରେ ଚାଳିଶ ଦିନ ପର୍ୟ୍ଯନ୍ତ ଉପବାସ ପାର୍ଥନା ସହିତ ରହିଲେ। ସଠାେରେ ସେ ଶୟତାନ ଦ୍ବାରା ପରୀକ୍ଷିତ ହେଲେ। ତା'ପରେ ସ୍ବର୍ଗଦୂତମାନେ ଆସି ଯୀଶୁଙ୍କର ସବୋ କଲେ।

Cross references

ଯାତ୍ରା ପୁସ୍ତକ 24:18

ପୁଣି ମାଶାେ ମେଘ ମଧିଅରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଚାଳିଶ ଦିନ ସହେି ପର୍ବତ ଉପରେ ରହିଲେ।

ଯାତ୍ରା ପୁସ୍ତକ 34:28

ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଦିତୀୟ ବିବରଣ 9:11

ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶଷେ ରେ ସଦାପ୍ରଭୁ ସହେି ଦକ୍ସ୍ଟଇ ପ୍ରସ୍ତରଫଳକ, ଅର୍ଥାତ ନିଯମର ପ୍ରସ୍ତରଫଳକ ମାେତେ ଦେଲେ।

ଦିତୀୟ ବିବରଣ 9:18

ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

ଦିତୀୟ ବିବରଣ 9:25

ଏହିପରି ମୁ ମକ୍ସ୍ଟହଁ ମାଡି ଚାଳିଶ ଦିନ ଚାଳିଶରାତି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଡି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।

ପ୍ରଥମ ରାଜାବଳୀ 19:5

ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, ଉଠ! ଭୋଜନ କର।

ମାଥିଉଲିଖିତ ସୁସମାଚାର 4:10

ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

ମାଥିଉଲିଖିତ ସୁସମାଚାର 26:53

ତୁମ୍ଭେ କ'ଣ ଜାଣିନାହଁ ଯେ ମୁଁ ମାରେ ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମାେତେ ବାରଟି ସନୋ ବାହିନୀରୁ ଅଧିକ ୟୋଗଇବେେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:16

ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,

ଏବ୍ରୀ 2:17

ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।

ଏବ୍ରୀ 4:15

ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।

Interlinear

Choose Theme