ସହେିକ୍ଷଣି ତା' ଶରୀର ଭିତରୁକ ତାର ଆତ୍ମା ଫରେି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହାଇେ ପଡିଲା। ଯୀଶୁ ଆଜ୍ଞା ଦେଲେ, ତାକୁ କିଛି ଖାଇବାକୁ ଦିଅ।
Cross references
ତା'ପରେ ଏଲିଯ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।
ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଆଙ୍କୁ ଦୃଢ ଭାବରେ ନିର୍ଦ୍ଦେଶ ଦେଲେ। ତା ପରେ ଯୀଶୁ ଝିଅଟିର ବାପା-ମାଆଙ୍କୁ ଝିଅକୁ କିଛି ଖାଇବାକୁ ଦବୋକୁ କହିଲେ।
ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ ରେ ଖଣ୍ଡ ଖଣ୍ଡ କନା ଗୁଡଇେ ହାଇେଥିଲା। ତାହାଙ୍କ ମୁହଁ ରେ ଗୋଟିଏ ରୁମାଲ ବନ୍ଧା ହାଇେଥିଲା। ଯୀଶୁ ଲୋକମାନଙ୍କୁ କହିଲେ, କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।