ଲୂକଲିଖିତ ସୁସମାଚାର 8:34 · ଓଡ଼ିଆ ବାଇବେଲ
ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସଠାରୁେ ପଳାଇଲେ। ସମାନେେ ଯାଇ ନଗର ଓ ପଲ୍ଲୀ ରେ ଥିବା ଲୋକମାନଙ୍କୁ ଏହି କଥା କହିଲେ।
Cross references
ମାଥିଉଲିଖିତ ସୁସମାଚାର 8:33
ସଠାେରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସମାନେେ ନଗରକୁ ଦୌଡି ପଳାଇଲେ। ସଠାେରେ ଲୋକଙ୍କ ଆଗ ରେ ଘୁଷୁରିପଲ ଓ ଭୂତ ଗ୍ରସ୍ତ ଲୋକଙ୍କ ବିଷୟ ରେ ଯାହା ଯାହା ଘଟିଥିଲା, ସହୁକଥା ଗୋଟି ଗୋଟି କରି କହିଗଲେ।
ମାଥିଉଲିଖିତ ସୁସମାଚାର 28:11
ଯେତବେେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ଯମାନଙ୍କୁ ଖବର ଦବୋକୁ ଗଲେ, କବର ନିଗଟ ରେ ପହରା ଦେଉଥିବା କେତକେ ଜଗୂଆଳ ନଗରକୁ ଗଲେ ଓ କବର ନିକଟରେ ଯାହା ସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
ମାର୍କଲିଖିତ ସୁସମାଚାର 5:14
ଘୁଷୁରି ପଲର ଜଗୁଆଳମାନେ ପଳଇେ ଯାଇ ସହର ରେ ଏହି ଘଟଣା ବିଷୟ ରେ କହିଲେ। ଲୋକେ କ'ଣ ଘଟିଛି ବୋଲି ଦେଖିବାକୁ ଆସିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:16
ଏହା କହି ସହେି ଭୂତାତ୍ମା ଥିବା ଲୋକଟି ସମାନଙ୍କେ ଉପରେ ଡ଼ଇେଁ ପଡ଼ିଲା। ସେ ସମାନଙ୍କେୁ ମାରି ପରାସ୍ତ କଲା। ତେଣୁ ସମାନେେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହାଇେ ଦୌଡ଼ି ଚ଼ାଲିଗଲେ।