Home Bibles ମାଥିଉଲିଖିତ ସୁସମାଚାର 28:11 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 28:11 · ଓଡ଼ିଆ ବାଇବେଲ

ଯେତବେେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ଯମାନଙ୍କୁ ଖବର ଦବୋକୁ ଗଲେ, କବର ନିଗଟ ରେ ପହରା ଦେଉଥିବା କେତକେ ଜଗୂଆଳ ନଗରକୁ ଗଲେ ଓ କବର ନିକଟରେ ଯାହା ସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।

Cross references

ମାଥିଉଲିଖିତ ସୁସମାଚାର 27:65

ପୀଲାତ ସମାନଙ୍କେୁ କହିଲେ, ତୁମ୍ଭେ ପହରା ପାଇଁ ସୈନ୍ଯ ନଇଯାେଇପାର। ତୁମ୍ଭେ ଯଭେଳି ଭଳ ଭାବୁଛ, ଯାଅ ଓ ସହେିପରି କବରସ୍ଥାନକୁ ପହରା ଦଇେ ନିରାପଦ ରେ ରଖ।

ମାଥିଉଲିଖିତ ସୁସମାଚାର 28:4

କବଲକୁ ଜଗି ରହିଥିବା ସୈନ୍ଯମାନେ ସ୍ବର୍ଗଦୂତଙ୍କୁ ଦେଖି ଡ଼ରିଗଲେ। ସମାନେେ ଭୟ ରେ ଥରିବାକୁ ଲାଗିଲେ। ସମାନେେ ମୃତ ପ୍ରାୟ ହାଇଗେଲେ।

Interlinear

Choose Theme