Home Bibles ☰ Books ଲୂକଲିଖିତ ସୁସମାଚାର 7:45 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:45 · ଓଡ଼ିଆ ବାଇବେଲ

ତୁମ୍ଭେ ମାେତେ ଚୁମ୍ବନ ଦଲେ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ୟ୍ଯନ୍ତ ସେ ମାରେ ପାଦ ରେ ଚୁମ୍ବନ ଦବୋ ବନ୍ଦ କରିନାହିଁ।

Cross references

ଆଦି ପୁସ୍ତକ 29:11

ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।

ଆଦି ପୁସ୍ତକ 33:4

ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

ଦିତୀୟ ଶାମୁୟେଲ 15:5

ଯଦି କହେି ତାକକ୍ସ୍ଟ ପ୍ରଣାମ କରିବାକୁ ଆ ସେ ତବେେ ସେ ତାକକ୍ସ୍ଟ ଧରି ଚକ୍ସ୍ଟମ୍ବନ କରୁଥିଲେ।

ଦିତୀୟ ଶାମୁୟେଲ 19:39

ରାଜା ବର୍ସିଲ୍ଲଯକକ୍ସ୍ଟ ଚକ୍ସ୍ଟମ୍ବନସଦଇ ବିଦାଯସଦଲଲ ଓ ଆଶୀର୍ବାଦ କଲଲ। ବର୍ସିଲ୍ଲଯ ଗୃହକକ୍ସ୍ଟସଫରିଗଲା ଓ ରାଜା ଓ ସମସ୍ତସଲାକ ୟର୍ଦ୍ଦନ ପାରସହଲଲ।

ମାଥିଉଲିଖିତ ସୁସମାଚାର 26:48

ୟିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ବତଇେ ଦେଲେ। ସେ କହିଲେ, ମୁଁ ଯାହାକୁ ଚୁମ୍ବନ କରିବି, ସେ ସହେି ଲୋକ। ତାକୁ ବନ୍ଦୀ କରିବ।

ରୋମୀୟଙ୍କ ପ୍ରତି ପତ୍ର 16:16

ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:20

ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତବେେଳେ ତୁମ୍ଭମାନେେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦଇେ ଅଭିବାଦନ ଜଣାଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:26

ଏକତ୍ରୀତ ହେଲା ବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦଇେ ନମସ୍କାର କର।

Interlinear

Choose Theme