Home Bibles ☰ Books ଲୂକଲିଖିତ ସୁସମାଚାର 6:5 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 6:5 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, ମନୁଷ୍ଯ ପୁତ୍ର ବିଶ୍ରାମବାରର ମଧ୍ଯ ମାଲିକ।

Cross references

ମାଥିଉଲିଖିତ ସୁସମାଚାର 11:5

ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।

ମାର୍କଲିଖିତ ସୁସମାଚାର 2:27

ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କୁ ସାହାୟ୍ଯ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହାଇେଛି। ବିଶ୍ରାମ ଦିବସ ଦ୍ବାରା ପରିଚାଳିତ ହବୋ ପାଇଁ ମନୁଷ୍ଯ ସୃଷ୍ଟି ହାଇନୋହିଁ।

ମାର୍କଲିଖିତ ସୁସମାଚାର 9:7

ତା'ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡାଇ ପକାଇଲା। ମେଘ ଭିତରୁ ଏହି ଭଳି ବାଣୀ ଶୁଣା ଗଲା, ଏ ମାରେ ପୁତ୍ର, ମୁଁ ତାହାଙ୍କୁ ପ୍ ରମେ କରେ। ତୁମ୍ଭମାନେେ ତାହାଙ୍କ କଥା ମାନ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:10

ପ୍ରଭୁଙ୍କ ଦିନ ରେ ପବିତ୍ର ଆତ୍ମା ମାେତେ ସମ୍ପୂର୍ଣ୍ଣରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।

Interlinear

Choose Theme