ଲୂକଲିଖିତ ସୁସମାଚାର 6:18 · ଓଡ଼ିଆ ବାଇବେଲ
ସମାନେେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହବୋକୁ ସଠାେକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ୟୋଗୁ କଷ୍ଟ ପାଉଥିଲେ, ସମାନେେ ସଠାେକୁ ଆସି ସୁସ୍ଥ ହାଇଗେଲେ।
Cross references
ମାଥିଉଲିଖିତ ସୁସମାଚାର 15:22
ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।
ମାଥିଉଲିଖିତ ସୁସମାଚାର 17:15
ସେ କହିଲା, ପ୍ରଭୁ, ମାରେ ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗ ରେ ବଡ଼ କଷ୍ଟ ପାଉଛି। ଅନକେ ସମୟରେ ସେ ନିଆଁ ରେ କିମ୍ବା ପାଣି ରେ ପଡ଼ି ଯାଉଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:16
ୟିରୂଶାଲମ ରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସମାନଙ୍କେ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ବାରା ବ୍ଯତିବ୍ଯସ୍ତ ହେଉଥିଲେ, ସମାନଙ୍କେୁ ନଇେ ଆସୁଥିଲେ ଓ ସମସ୍ତେ ସୁସ୍ଥ ହାଇେ ଯାଉଥିଲେ।