Home Bibles ☰ Books ଲୂକଲିଖିତ ସୁସମାଚାର 5:25 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:25 · ଓଡ଼ିଆ ବାଇବେଲ

ସେ ତତ୍କ୍ଷଣାତ୍ ସମାନଙ୍କେ ସାମନା ରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶାଇେ ଥିଲା, ତାହା ଧରି ପରମେଶ୍ବରଙ୍କ ସ୍ତୁତିଗାନ କରି ନିଜ ଘରକୁ ଚାଲିଗଲା।

Cross references

ଆଦି ପୁସ୍ତକ 1:3

ଉପରେ ବ୍ଯାପ୍ତ ଥିଲା।

ଗୀତସଂହିତା 33:9

କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।

ଗୀତସଂହିତା 50:23

ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।

ଗୀତସଂହିତା 103:1

ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ମାରେ ସବୁ ଅଙ୍ଗପ୍ରତ୍ଯଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।

ଗୀତସଂହିତା 107:20

ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।

ଲୂକଲିଖିତ ସୁସମାଚାର 5:13

ଯୀଶୁ ହାତ ବଢଇେ ସହେି ଲୋକଟିକୁ ଛୁଇଁକରି କହିଲେ, ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହାଇେ ଯାଅ। ତତ୍କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠ ରୋଗ ଦୂର ହାଇଗେଲା।

ଲୂକଲିଖିତ ସୁସମାଚାର 13:13

ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା।

ଲୂକଲିଖିତ ସୁସମାଚାର 17:15

ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ।

ଲୂକଲିଖିତ ସୁସମାଚାର 18:43

ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫରେିପାଇଲା। ସେ ପରମେଶ୍ବରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ବରଙ୍କୁ ସ୍ତୃତିଗାନ କଲେ।

ଯୋହନଲିଖିତ ସୁସମାଚାର 9:24

ତେଣୁ ଯିହୂଦୀ ନେତାମାନେ ସହେି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସମାନେେ କହିଲେ, ତୁମ୍ଭେ ସତ୍ଯ କହି ପରମେଶ୍ବରଙ୍କୁ ଗୌରବ ଦବୋ ଉଚିତ। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।

Interlinear

Choose Theme