ଲୂକଲିଖିତ ସୁସମାଚାର 4:44 · ଓଡ଼ିଆ ବାଇବେଲ
ଏହିଭଳି ଭାବରେ ଯୀଶୁ ଯିହୁଦା ରେ ବିଭିନ୍ନ ସମାଜଗୃହମାନଙ୍କ ରେ ଉପଦେଶ ପ୍ରଚାର କରିବାକୁ ଲାଗିଲେ।
Cross references
ମାଥିଉଲିଖିତ ସୁସମାଚାର 4:23
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।
ମାର୍କଲିଖିତ ସୁସମାଚାର 1:39
ଏହିଭଳି ଭାବରେ ସେ ସମାଜ ଗୃହମାନଙ୍କ ରେ ଉପଦେଶ ଦଇେ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡି ଗାଲିଲୀ ସାରା ବୁଲିଲେ।
ଲୂକଲିଖିତ ସୁସମାଚାର 4:15
ଯୀଶୁ ସମାନଙ୍କେର ସମାଜଗୃହମାନଙ୍କ ରେ ଉପଦେଶ ଦବୋ ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।