ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘାଷେଣା କରିବାକୁ ପ୍ରଭୁ ମାେତେ ପଠାଇଛନ୍ତି। ୟିଶାଇୟ 61:1-2
Cross references
ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତବର୍ଷ ଗଣନା କରିବ, ତାହା ଦ୍ବାରା ସହେି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଚାଶ ବର୍ଷ ହବେ।
ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।
ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।
କେତବେେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ବର ଦୁଷ୍ଟାଚାରୀଙ୍କ ଉପ ରେ ପ୍ରତିଶୋଧ ନବେେ ଓ ଶାେକାର୍ତ୍ତମାନଙ୍କୁ ସାନ୍ତ୍ବନା କରିବେ। ସେ ସବୁ ପ୍ରଚାର କରିବାକୁ ପରମେଶ୍ବର ମାେତେ ପ୍ ରରଣେ କରିଛନ୍ତି।
କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।