Home Bibles ଲୂକଲିଖିତ ସୁସମାଚାର 4:12 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 4:12 · ଓଡ଼ିଆ ବାଇବେଲ

ଯୀଶୁ କହିଲେ, ଶାସ୍ତ୍ର ରେ ଏ କଥା ମଧ୍ଯ ଲଖାେଅଛି:

Cross references

ଦିତୀୟ ବିବରଣ 6:16

ତୁମ୍ଭମାନେେ ମଃସା ରେ ଯମେନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ପରୀକ୍ଷା କଲା ପରି, ପକ୍ସ୍ଟଣି ଥରେ ତୁମ୍ଭମାନେେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନକ୍ସ୍ଟହଁ।

ଗୀତସଂହିତା 95:9

ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ବାନ କଲେ। ସମାନେେ ଜାଣି ପାରିଥିଲେ ୟେ ଆମ୍ଭେ କ'ଣ କରିପାରୁ।

ଗୀତସଂହିତା 106:14

ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶଯ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କଲେ।

ମଲାଖୀ 3:15

ଆମ୍ଭମାନେେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ୟ୍ଯ ହୁଅନ୍ତି। ସମାନେେ ପରମେଶ୍ବରଙ୍କ ର୍ଧୌୟ୍ଯ ପରୀକ୍ଷା କରିବାକୁ ମନ୍ଦ କାର୍ୟ୍ଯ କରି ଗ୍ଭଲନ୍ତି ଏବଂ ସମାନେେ କିଛି ଦଣ୍ତ ପାଆନ୍ତି ନାହିଁ।

ମାଥିଉଲିଖିତ ସୁସମାଚାର 4:7

ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ର ଏକଥା ମଧ୍ଯ କୁ ହେ:

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:9

ସମାନଙ୍କେ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସମାନେେ ସାପ କାମୁଡ଼ା ରେ ମଲେ।

ଏବ୍ରୀ 3:8

ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।

Interlinear

Choose Theme