Home Bibles ଲୂକଲିଖିତ ସୁସମାଚାର 3:15 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 3:15 · ଓଡ଼ିଆ ବାଇବେଲ

ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷା ରେ ଥିଲେ। ଯୋହନଙ୍କ ବିଷୟ ରେ ସମାନେେ ମନେ ମନେ ଭାବୁଥିଲେ, ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।

Cross references

ଯୋହନଲିଖିତ ସୁସମାଚାର 1:19

ୟିରୂଶାଲମରୁ ଯିହୂଦୀମାନେ କେତକେ ଯାଜକ ଓ ଲବେୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। ତୁମ୍ଭେ କିଏ? ଏହା ତାହାଙ୍କୁ ପଚାରିବା ପାଇଁ ଯିହୂଦୀମାନେ ସମାନଙ୍କେୁ ପଠାଇଥିଲେ।

ଯୋହନଲିଖିତ ସୁସମାଚାର 3:28

ତୁମ୍ଭମାନେେ ନିଜେ ମାରେ କହିବା ଶୁଣିଛ ଯେ 'ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ଯ ରେ ଈଶ୍ବର ମାେତେ ପଠାଇଛନ୍ତି।'

ଯୋହନଲିଖିତ ସୁସମାଚାର 10:24

ଯିହୂଦୀମାନେ ଯୀଶୁଙ୍କ ଚାରିପାଖେ ଘରେିଗଲେ। ସମାନେେ ପଚାରିଲେ, ତୁମ୍ଭେ କେତେ ସମୟ ପର୍ୟ୍ଯନ୍ତ ନିଜ ବିଷୟ ରେ ଆମ୍ଭକୁ ସନ୍ଦହେ ରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ ତବେେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।

Interlinear

Choose Theme