Home Bibles ☰ Books ଲୂକଲିଖିତ ସୁସମାଚାର 23:7 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 23:7 · ଓଡ଼ିଆ ବାଇବେଲ

ପୀଲାତ ଜାଣିଲେ ଯେ, ଯୀଶୁ ହରେୋଦଙ୍କ ଅଧିକାରକ୍ଷେତ୍ରର ଲୋକ। ହରେୋଦ ସହେି ସମୟରେ ୟିରୁଶାଲମ ରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇ ଦେଲେ।

Cross references

ମାଥିଉଲିଖିତ ସୁସମାଚାର 14:1

ସହେି ସମୟରେ ଯୀଶୁଙ୍କ ବିଷୟ ରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହରେୋଦ ଶୁଣିଲେ।

ଲୂକଲିଖିତ ସୁସମାଚାର 3:1

ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।

ଲୂକଲିଖିତ ସୁସମାଚାର 13:31

ସହେି ସମୟରେ କେତକେ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ କହିଲେ, ଏଠାରୁ ଚାଲିଯାଇ ଲୁଚିଯାଆନ୍ତୁ। ହରେୋଦ ଆପଣଙ୍କୁ ମାରିଦବୋ ପାଇଁ ଚାହୁଁଛନ୍ତି।

Interlinear

Choose Theme