Home Bibles ☰ Books ଲୂକଲିଖିତ ସୁସମାଚାର 23:6 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 23:6 · ଓଡ଼ିଆ ବାଇବେଲ

ପୀଲାତ ଏହା ଶୁଣି ପଚାରିଲେ, ଏହି ଲୋକ କ'ଣ ଗାଲିଲୀର?

Cross references

ଲୂକଲିଖିତ ସୁସମାଚାର 13:1

ସେତବେେଳେ ଯୀଶୁଙ୍କ ପାଖ ରେ କେତକେ ଲୋକ ଥିଲେ। ଗାଲିଲୀର କେତକେ ଲୋକଙ୍କର ଯାହା ଘଟିଥିଲା, ସହେି ବିଷୟ ରେ ସମାନେେ ଯୀଶୁଙ୍କୁ କହିଲେ। ସମାନେେ ଉପାସନା କରୁଥିବା ସମୟରେ ପୀଲାତ ସହେି ଲୋକମାନଙ୍କୁ ହତ୍ଯା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସମାନଙ୍କେ ରକ୍ତକୁ ମିଶାଇଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:37

ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ୟିହୂଦା ନାମକ ଜଣେ ବ୍ଯକ୍ତି ବାହାରିଲେ। ସେ ମଧ୍ଯ କେତକେ ଲୋକଙ୍କୁ ନିଜର ଶିଷ୍ଯ କଲେ। କିନ୍ତୁ ତାହାଙ୍କୁ ମଧ୍ଯ ହତ୍ଯା କରାଗଲା। ତାହାଙ୍କରୁ ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ।

Interlinear

Choose Theme