ତା'ପରେ ଯୀଶୁ କହିଲେ, ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?
Cross references
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
ସହେି ସମୟରେ ଆମ୍ଭେ ଦାଉଦ ବଂଶ ରେ ଧର୍ମସ୍ବରୂପ ଏକ 'ଶାଖା' ଉତ୍ପନ୍ନ କରାଇବା। ସହେି 'ଶାଖା' ସେ ଦେଶ ରେ ନ୍ଯାଯ ଓ ଧାର୍ମିକତା ବିଚାର ପ୍ରତିଷ୍ଠା କରିବେ।
ମାତ୍ର ସେତବେେଳେ ଆମ୍ଭର ସବେକ ଦାଉଦ ସହିତ ନିଯମ ଭଙ୍ଗ କରାୟିବ। ତା'ର ବଂଶଧର ମଧ୍ଯରୁ ଜଣେ ସର୍ବଦା ୟିରୁଶାଲମ ରେ ଶାସନ କରିବ ଏବଂ ଏହି ଲବେୀୟ ଚିରଦିନ ମାରେ ଯାଜକ ରୂପେ ଦବୋ କରିବ।
ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।
ଯେତବେେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସମାନଙ୍କେୁ ଗୋଟିଏ ପ୍ରଶ୍ନ ପଚାରିଲେ।
ଯୀଶୁ ମନ୍ଦର ରେ ଉପଦେଶ ଦଲୋ ବେଳେ ପଚାରିଲେ, ଧର୍ମ ଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?
ଅନ୍ଧଟି ଉତ୍ତଜେିତ ହାଇେ ପଡିଲା ଓ କହିଲା, ଦାଉଦଙ୍କପୁତ୍ର ଯୀଶୁ ଦୟାକରି ମାେତେ ସାହାୟ୍ଯ କର।
ଧର୍ମଶାସ୍ତ୍ର କୁ ହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁ ହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲହେିମ ନଗରରୁ ଆସିବେ।
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।
ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।
ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମାରଦେୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା।