Home Bibles ଲୂକଲିଖିତ ସୁସମାଚାର 22:23 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:23 · ଓଡ଼ିଆ ବାଇବେଲ

ତା'ପରେ ପ୍ ରରେିତମାନେ ପରସ୍ପର ପଚରା ଉଚରା ହେଲେ, ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?

Cross references

ମାଥିଉଲିଖିତ ସୁସମାଚାର 26:22

ଏହାଶୁଣି ସମାନେେ ବହୁତ ଦୁଃଖିତ ହେଲେ। ପ୍ରେତ୍ୟକକ ଶିଷ୍ଯ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?

ମାର୍କଲିଖିତ ସୁସମାଚାର 14:19

ଏହା ଶୁଣି ଶିଷ୍ଯମାନେ ବହୁତ ମନ ଦୁଃଖ କଲେ। ପ୍ରେତ୍ୟକକେ ଯୀଶୁଙ୍କୁ କହିଲେ, ନିଶ୍ଚୟ ମୁଁ ସହେି ଲୋକ ନୁହେଁ।

ଯୋହନଲିଖିତ ସୁସମାଚାର 13:22

ଯୀଶୁଙ୍କର ଶିଷ୍ଯମାନେ ସମସ୍ତେ ପରସ୍ପରକୁ ଚାହିଁଲେ। ସମାନେେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟ ରେ କହୁଛିନ୍ତି।

Interlinear

Choose Theme