ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳିଆସିୟିବା
Cross references
ସାତଦିନ ପରେ ମୁଁ ଚ଼ାଳିଶ ଦିବାରାତ୍ର ପୃଥୀବୀ ରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସଠାେକାର ସମସ୍ତ ଜିନିଷ ଧ୍ବଂସ କରି ଦବେି, ଯାହା ମୁଁ ସୃଷ୍ଟି କରିଥିଲି।
ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।
ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସମାନଙ୍କେ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
ତେଣୁ ସଦାପ୍ରଭୁ କହନ୍ତି, ହେ ମାୟୋବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ଡ୍ରାସ, ଖାତ ଓ ଫାନ୍ଦ ଅଛି।
ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଏ ଘଟଣା କେଉଁଠା ରେ ଘଟିବ ପ୍ରଭୁ?
ପରମେଶ୍ବର ଗୋଟିଏ ମନୁଷ୍ଯଠାରୁ ସମୁଦାୟ ମନୁଷ୍ଯ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସମାନେେ ପୃଥିବୀର ସର୍ବତ୍ର ରଖନ୍ତି। ସେ ସମାନଙ୍କେ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ଯ ସ୍ଥିର କରିଛନ୍ତି,
ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।