ପର୍ବ ଦିନତକ ଶଷେ ହାଇଯେିବା ପରେ ସମାନେେ ଘରକୁ ଫରେୁଥିଲେ। କିନ୍ତୁ ବାଳକ ଯୀଶୁ ଯୀରୁଶାଲମ ରେ ରହିଗଲେ। ତାହାଙ୍କ ବାପାମାଆ ଏକଥା ଜାଣିନଥିଲେ।
Cross references
ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।
ଯିହୁଦାର ରାଜା ଅମତ୍ସିଯ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହାପରେ ସେ ଇଶ୍ରାୟେଲର ରାଜା ୟୋଯାଶ୍ଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ୟିହୋଯାହସଙ୍କର ପୁତ୍ର ଥିଲେ। ଯିହାୟୋଦାରହସ ଯହେୂଙ୍କ ପୁତ୍ର ଥିଲେ। ଅମତ୍ସିଯ ୟୋଯାଶ୍ଙ୍କୁ କହିଲେ, ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭଟେିବା।
ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।