Home Bibles ଲୂକଲିଖିତ ସୁସମାଚାର 2:42 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 2:42 · ଓଡ଼ିଆ ବାଇବେଲ

ଯୀଶୁଙ୍କୁ ବାରବର୍ଷ ବୟସ ହାଇେଥିବା ସମୟରେ ସବୁଥର ଭଳି ସମାନେେ ପର୍ବକୁ ଗଲେ।

Cross references

ଯାତ୍ରା ପୁସ୍ତକ 23:17

ତେଣୁ ବର୍ଷ ମଧିଅରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତ ରେ ସ୍ବତନ୍ତ୍ର ସ୍ଥାନ ରେ ଉପସ୍ଥିତ ହବେେ।

ଲୂକଲିଖିତ ସୁସମାଚାର 4:16

ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।

ଯୋହନଲିଖିତ ସୁସମାଚାର 4:45

ପୁଣି ଯୀଶୁ ଯେତବେେଳେ ଗାଲୀଲୀ ରେ ପହନ୍ଚିଲେ, ସଠାେରେ ଲୋକେ ତାହାଙ୍କୁ ସ୍ବାଗତ କଲେ। ପୂର୍ବରୁ ୟିରୂଶାଲମ ରେ ନିସ୍ତାରପର୍ବ ବେଳେ ସମାନେେ ତାହାଙ୍କର କାର୍ୟ୍ଯ ସବୁ ଦେଖିଥିଲେ। ସହେି ଲୋକମାନେ ପର୍ବ ସମୟରେ ମଧ୍ଯ ଉପସ୍ଥିତ ଥିଲେ।

Interlinear

Choose Theme