Home Bibles ଲୂକଲିଖିତ ସୁସମାଚାର 2:28 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 2:28 · ଓଡ଼ିଆ ବାଇବେଲ

ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନଇେ ପରମେଶ୍ବରଙ୍କ ସ୍ତୁତିଗାନ କରି କହିଲେ:

Cross references

ଗୀତସଂହିତା 32:11

ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ହେ ସରଳାନ୍ତଃକରଣର ବ୍ଯକ୍ତିମାନେ ଆନନ୍ଦିତ ହୁଅ।

ଗୀତସଂହିତା 105:1

ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ।

ଗୀତସଂହିତା 135:19

ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।

ମାର୍କଲିଖିତ ସୁସମାଚାର 9:36

ତା'ପରେ ଯୀଶୁ ଗୋଟିଏ େଛାଟ ପିଲାକୁ ନଇେ ସମାନଙ୍କେ ଆଗ ରେ ଠିଆ କରାଇଲେ। ସହେି ପିଲାକୁ କୋଳ ରେ ନଇେ ସେ କହିଲେ,

ମାର୍କଲିଖିତ ସୁସମାଚାର 10:16

ତା'ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉେଠଇ ନେଲେ। ସେ ସମାନଙ୍କେ ଉପରେ ହାତ ରଖି ଆଶୀର୍ବାଦ କଲେ।

ଲୂକଲିଖିତ ସୁସମାଚାର 1:46

ତା'ପରେ ମରିୟମ କହିଲେ,

ଲୂକଲିଖିତ ସୁସମାଚାର 1:64

ସବୁ ଲୋକ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ତତ୍କ୍ଷଣାତ୍ ଜିଖରିୟଙ୍କ ପାଟି ଖାଲିଗେଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ବରଙ୍କର ସ୍ତୁତି କରିବା ରେ ଲାଗିଲେ।

ଲୂକଲିଖିତ ସୁସମାଚାର 1:68

ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।

ଲୂକଲିଖିତ ସୁସମାଚାର 2:13

ସହେି ସମୟରେ ସ୍ବର୍ଗରୁ ବହୁସଂଖ୍ଯା ରେ ସ୍ବର୍ଗଦୂତମାନେ ଆସି ସହେି ସ୍ବର୍ଗଦୂତଙ୍କ ସହିତ ୟୋଗ ଦେଲେ। ସମସ୍ତ ସ୍ବର୍ଗଦୂତ ଏହିପରି ପରମେଶ୍ବରଙ୍କ ସ୍ତୁତି କରୁଥିଲେ:

ଲୂକଲିଖିତ ସୁସମାଚାର 2:20

ମଷେପାଳକମାନେ ନିଜ ମଷେମାନଙ୍କ ନିକଟକୁ ଫରେିଗଲେ ଏବଂ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ବରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ବର୍ଗଦୂତମାନେ ଯେପରି କହିଥିଲେ, ସମାନେେ ପ୍ରେତ୍ୟକକ ଜିନିଷକୁ ସହେିପରି ଦେଖିଲେ।

Interlinear

Choose Theme