ତା'ପରେ ଶିଷ୍ଯମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ଗଧ ପିଠି ଉପରେ ସମାନଙ୍କେର ଲୁଗା ପକଇେଲେ। ତା'ପରେ ସମାନେେ ଯୀଶୁଙ୍କୁ ଗଧ ଉପରେ ବସାଇଲେ।
Cross references
ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶିଘ୍ର ଆପଣା ଆପଣା କୋଟ ନଇେ ସୋପାନ ଉପରେ ଯହେୂଙ୍କ ସମ୍ମୁଖ ରେ ରଖିଲେ। ତା'ପରେ ସମାନେେ ତୂରୀ ବଜାଇ ଘାଷେଣା କଲେ, ଯହେୂ ରାଜା ହେଲେ।
ସମାନେେ ମାଈ ଗଧ ଓ ଗଧଛୁଆକୁ ନଇେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସହେି ଲୁଗା ଉପରେ ବସିଲେ।
ଶିଷ୍ଯମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା' ଉପରେ ବସିଲେ।
ଯୀଶୁ ଗୋଟିଏ ଗଧ ପାଇଲେ ଓ ତା' ଉପରେ ଚଢି଼ଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥି ରେ ଲଖାେଥିଲା,
ତୁମ୍ଭମାନେେ ସେତବେେଳେ ଅତ୍ଯଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା ? ମାରେ ମନେ ପଡ଼େ, ତୁମ୍ଭମାନେେ ତୁମ୍ଭମାନଙ୍କର ସାଧ୍ଯମତେ ମାେତେ ସାହାୟ୍ଯ କରିବା ପାଇଁ ଆଗଇେ ଆସିଥିଲ। ସମ୍ଭବ ହାଇେଥିଲେ, ତୁମ୍ଭମାନେେ ନିଜର ଆଖି ମଧ୍ଯ ତାଡ଼ି ମାେତେ ପ୍ରଦାନ କରି ଦଇେଥାଆନ୍ତ।