Home Bibles ଲୂକଲିଖିତ ସୁସମାଚାର 18:33 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 18:33 · ଓଡ଼ିଆ ବାଇବେଲ

ସମାନେେ ତାହାଙ୍କୁ ଚାବୁକରେ ପିଟିବେ ଓ ଶଷେ ରେ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟଦିବସ ରେ ସେ ପୁଣି ଜୀବିତ ହାଇେ ଉଠିବେ।

Cross references

ମାଥିଉଲିଖିତ ସୁସମାଚାର 16:21

ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।

ମାଥିଉଲିଖିତ ସୁସମାଚାର 27:63

ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'

ଲୂକଲିଖିତ ସୁସମାଚାର 24:7

ଯୀଶୁ କହିଥିଲେ ଯେ, ମନୁଷ୍ଯୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତ ରେ କୃଶ ରେ ମାରି ଦିଆୟିବା ପାଇଁ ଅବଶ୍ଯ ଦଇେ ଦିଆୟିବ। କିନ୍ତୁ ସେ ପୁଣି ମୃତ୍ଯୁରୁ ତୃତୀୟ ଦିନ ଜୀବିତ ହାଇେ ଉଠିବେ।

ଲୂକଲିଖିତ ସୁସମାଚାର 24:21

ସେ ହିଁ ୟିଏ ଇଶ୍ରାୟେଲକୁ ମୁକ୍ତ କରିବେ ବୋଲି ଆମ୍ଭମାନେେ ଆଶା ରଖିଥିଲୁ। କିନ୍ତୁ ସତେିକି ବେଳେ ଏସବୁ ଘଟଣା ଘଟିଗଲା। ଏସବୁ ଛଡା ବର୍ତ୍ତମାନ ଯୀଶୁଙ୍କୁ ହତ୍ଯା କରା ୟିବାର ତିନି ଦିନି ବିତି ଗଲାଣି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:3

ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।

Interlinear

Choose Theme