Home Bibles ଲୂକଲିଖିତ ସୁସମାଚାର 16:21 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 16:21 · ଓଡ଼ିଆ ବାଇବେଲ

ଧନୀଲୋକ ଖାଇସାରିବା ପରେ ଯାହା ଛାଡି ଦିଏ ସହେି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଚାଟୁଥିଲେ।

Cross references

ମାଥିଉଲିଖିତ ସୁସମାଚାର 15:27

ସହେି ସ୍ତ୍ରୀ କହିଲା, ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି।

ମାର୍କଲିଖିତ ସୁସମାଚାର 7:28

ସେ ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ହେ ପ୍ରଭୁ, ତାହା ସତ୍ଯ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟବେୁଲ ତଳେ ଥିବା କୁକୁରମାନେ ମଧ୍ଯ ଖାଇ ଥାଆନ୍ତି।

ଯୋହନଲିଖିତ ସୁସମାଚାର 6:12

ସବୁ ଲୋକମାନେ ୟଥେଷ୍ଟ ପରିମାଣ ରେ ଖାଇଲେ। ସମାନେେ ଖାଇ ସାରିବା ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:11

ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷ ରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:27

ମୁଁ କଠାେର ପରିଶ୍ରମ କରି କ୍ଲାନ୍ତିପୂର୍ଣ୍ଣ ଜୀବନ ଯାପନ କରିଛି। ଅନକେ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ଯ ଦଇେ ଗତି କରିଛି। ଅନକେ ଥର ମାେ ପାଖ ରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡା ରେ ମୁଁ ରହିଛି।

Interlinear

Choose Theme