Home Bibles ☰ Books ଲୂକଲିଖିତ ସୁସମାଚାର 16:12 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 16:12 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ନାହଁ, ତବେେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ଯ ତୁମ୍ଭମାନଙ୍କୁ ଦିଆ ୟିବନାହିଁ।

Cross references

ପ୍ରଥମ ବଂଶାବଳୀ 29:14

ଆମ୍ଭମାନେେ କିଏ ଯେ ଏପରି ସ୍ବେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହବେୁ ? ଏହି ସମସ୍ତ ବସ୍ତୁ ମାେ'ଠାରୁ କିଅବା ମାରେଲୋକମାନଙ୍କଠାରୁ ଆସି ନାହିଁ। ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆ ସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କବଳେ ତାହା ତୁମ୍ଭକୁ ଦଇେଅଛୁ।

ଆୟୁବ ପୁସ୍ତକ 1:21

ସେ ପ୍ରାର୍ଥନା କରି କହିଲା,

ଯିହିଜିକଲ 16:16

ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନଇେ ଆପଣା ପାଇଁ ନାନା ରଙ୍ଗ ରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପ ରେ ବ୍ଯଭିଚାରିଣୀ କର୍ମ କଲ। ଏପରି କାର୍ୟ୍ଯ ଘଟିବା ଉଚିତ୍ ନୁହେଁ।

ହୋଶେୟ 2:8

ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ।

ମାଥିଉଲିଖିତ ସୁସମାଚାର 25:14

ସ୍ବର୍ଗରାଜ୍ଯ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସହେି ଲୋକ ୟିବା ପୂର୍ବରୁ ତା'ର ଚ଼ାକରମାନଙ୍କୁ ଡ଼ାକି ତାର ଅନୁପସ୍ଥିତି ରେ ସମସ୍ତ ସମ୍ପତ୍ତିର ଯତ୍ନ ନବୋକୁ କହିଲେ।

ଲୂକଲିଖିତ ସୁସମାଚାର 10:42

କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ସହତ୍ତ୍ବପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛ ଏବଂ ଏହା ତା'ଠାରୁ ଛଡଇେ ନିଆୟିବନାହିଁ।

ଲୂକଲିଖିତ ସୁସମାଚାର 19:13

ସେ ନିଜର ଦଶ ଜଣ ଚାକରଙ୍କୁ ଡାକିଲେ। ସେ ପ୍ରେତ୍ୟକକ ଚାକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, 'ମୁଁ ଫରେିବା ପର୍ୟ୍ଯନ୍ତ ଏହି ଟଙ୍କା ରେ ବ୍ଯବସାୟ କର।'

କଲସୀୟଙ୍କ ପ୍ରତି ପତ୍ର 3:3

ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ ହାଇଯୋଇଛି ଓ ପରମେଶ୍ବରଙ୍କଠା ରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।

ପିତରଙ୍କ ପ୍ରଥମ ପତ୍ 1:4

ପରମେଶ୍ବର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସହେି ଆଶୀର୍ବାଦଗୁଡ଼ିକ ସ୍ବର୍ଗ ରେ ତୁମ୍ଭ ପାଇଁ ସୁରକ୍ଷିତ। ସହେି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହବେ ନାହିଁ, ବା ଧ୍ବଂସ ପାଇବ ନାହିଁ କିଅବା ସଗେୁଡ଼ିକ ସମାନଙ୍କେର ସୌନ୍ଦର୍ୟ୍ଯ ହରାଇବେ ନାହିଁ।

Interlinear

Choose Theme