ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:
Cross references
ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।
ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।
ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁ ରେ ତୁମ୍ଭର ନୀଚୀକୃତ ହବୋ ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ର ହଳେିକା ଉପସ୍ଥାପନ କର ଏବଂ ସମାନଙ୍କେୁ ଏକ ନୀତିକଥା କୁହ।
ଯୀଶୁ ସବୁ କିଛି କାହାଣୀ ମାଧ୍ଯମ ରେ କହୁଥିଲେ। ବାସ୍ତବ ରେ ସେ ସମାନଙ୍କେୁ କାହାଣୀ ମାଧ୍ଯମ ଛଡା କିଛି କହୁନଥିଲେ।
ଭୋଜିମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନ ମାନ ପାଇବାକୁ ସମାନେେ ଭଲ ପାଆନ୍ତି।
ଯୀଶୁ ଶିକ୍ଷା ଦଇେ ଚାଲିଥିଲେ। ସେ କହିଲେ, ଧର୍ମଶାସ୍ତ୍ରୀଙ୍କଠାରୁ ସାବଧାନ ରୁହ। ସମାନେେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତଣେେ ବୁଲିବାକୁ ଭଲ ପାଆନ୍ତି। ସମାନେେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାର ରେ ସମ୍ମାନ ଦଖାେନ୍ତୁ।
ହାୟ ଫାରୂଶୀଗଣ! କାରଣ ତୁମ୍ଭମାନେେ ଯିହୂଦୀ ସମାଜଗୃହ ରେ ଅତ୍ଯନ୍ତ ମହତ୍ବପୂର୍ଣ୍ଣ ଆସନ ଚାହୁଁଛ ଓ ହାଟ ବଜାର ରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।
ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସମାନେେ ଚାହାଁନ୍ତି। ହାଟବଜାର ରେ ଲୋକେ ତାହାଙ୍କୁ ସମ୍ମାନ ଦଖାେନ୍ତୁ ବୋଲି ସମାନେେ ଭଲପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କ ରେ ସବୁଠାରୁ ଶ୍ ରେଷ୍ଠ ଆସନଗୁଡିକ ପାଇବାକୁ ସମାନେେ ଭଲ ପାଆନ୍ତି। ଭୋଜିମାନଙ୍କ ରେ ସବୁଠାରୁ ପ୍ରଧାନ ଆସନ ରେ ବସିବାକୁ ସମାନେେ ଭଲ ପାଆନ୍ତି।
ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,
ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।
ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।