Home Bibles ଲୂକଲିଖିତ ସୁସମାଚାର 14:6 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 14:6 · ଓଡ଼ିଆ ବାଇବେଲ

ଯୀଶୁ ଯାହା ପଚାରିଲେ ସମାନେେ କିଛି ଉତ୍ତର ଦଇେ ପାରିଲେ ନାହିଁ।

Cross references

ମାଥିଉଲିଖିତ ସୁସମାଚାର 22:46

ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦଇେ ପାରିଲେ ନାହିଁ। ସହେି ଦିନ ଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଚ଼ାରି ଫାନ୍ଦ ରେ ପକାଇବାକୁ କହେି ହେଲେ ଚ଼ଷ୍ଟା କରିବାକୁ ସାହାସ କଲନୋହିଁ।

ଲୂକଲିଖିତ ସୁସମାଚାର 13:17

ଯୀଶୁ ଏକଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସମାନେେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ମାନ କଲେ, ତାକୁ ଦେଖି ସବୁ ଲୋକ ଖୁସି ହେଲେ।

ଲୂକଲିଖିତ ସୁସମାଚାର 20:26

ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କିଛି କହି ପାରିଲେ ନାହିଁ। ସମାନେେ ଯୀଶୁଙ୍କୁ ସମସ୍ତଙ୍କ ଆଗ ରେ ଫାନ୍ଦ ରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସମାନେେ ଯୀଶୁଙ୍କ ବିରୁଦ୍ଧ ରେ ବ୍ଯବହାର କରିପାରିବେ।

ଲୂକଲିଖିତ ସୁସମାଚାର 20:40

ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଚାରିବାକୁ କହେି ସାହସ କଲନୋହିଁ।

ଲୂକଲିଖିତ ସୁସମାଚାର 21:15

ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭମାନେେ ଯାହା କହିବ, ତୁମ୍ଭର କୌଣସି ଶତୃ ତାର ଉତ୍ତର ଦଇେ ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:10

କିନ୍ତୁ ସମାନେେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖ ରେ ୟୁକ୍ତି ବାଢ଼ି ପାରିଲନୋହିଁ।

Interlinear

Choose Theme