Home Bibles ଲୂକଲିଖିତ ସୁସମାଚାର 14:18 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 14:18 · ଓଡ଼ିଆ ବାଇବେଲ

କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ଯକ୍ତିମାନେ କହିଲେ ଯେ, ସମାନେେ ଯାଇ ପାରିବେ ନାହିଁ। ପ୍ରେତ୍ୟକକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, 'ମୁଁ ଏବେ ଖଣ୍ଡେ ଜମି କିଣିଛି। ସହେି ଜମିଟି ଦେଖିବାକୁ ପର୍ତ୍ତମାନ ମାେତେ ୟିବାକୁ ପଡିବ। ଦୟାକରି ମାେତେ କ୍ଷମା କର।'

Cross references

ଯିଶାଇୟ 28:12

ଅତୀତ ରେ ପରମେଶ୍ବର ସମାନଙ୍କେୁ କହିଥିଲେ ଏଠା ରେ ଏକ ବିଶ୍ରାମସ୍ଥଳ ଅଛି। ଏହି ଶାନ୍ତିମଯ ସ୍ଥାନ ରେ ଯେଉଁମାନେ ଆରାମ ଚାହୁଁଛ ଆସି ଆରାମ କର।'

ଯିଶାଇୟ 29:11

ସେସବୁ ଜିନିଷର ଦୃଶ୍ଯବଦ୍ଧ ପୁସ୍ତକ ପରି ! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦବେ ୟିଏ ପଢ଼ିପାରିବ ଏବଂ କହିବ, ଏହାକୁ ପଢ଼। ସେ କହିବ, ମୁଁ କରି ନ ପା ରେ, ଏହା ବନ୍ଦ ଅଛି।'

ଯିରିମିୟ 5:4

ତେଣୁ ମୁଁ ନିଜକୁ କହିଲି, ନିଶ୍ଚଯ ସମାନେେ ଦରିଦ୍ର, ଏବଂ ନିର୍ ବୋଧ, କାରଣ ସମାନେେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।

ଯିରିମିୟ 6:10

ମୁଁ କାହାକୁ କହିବି ? କାହାକୁ ମୁଁ ସତର୍କ କରିବି ? କିଏ ବା ମାେ କଥା ଶୁଣିବ ? ଇଶ୍ରାୟେଲର ଲୋକମାନେ ସମାନଙ୍କେର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସମାନେେ ମାେ କଥା ଶୁଣି ପାରନ୍ତି ନାହିଁ। ସମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।

ଯିରିମିୟ 6:16

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।'

ମାଥିଉଲିଖିତ ସୁସମାଚାର 22:5

ଚ଼ାକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ। କିନ୍ତୁ ଲୋକମାନେ ଚ଼ାକରମାନଙ୍କ କଥାକୁ ଧ୍ଯାନ ଦେଲନେି। ସମାନେେ ବିଭିନ୍ନ କାମ ରେ ଚ଼ାଲିଗଲେ। ଜଣେ ତା' ଜମି ରେ କାମ କରିବାକୁ ଚ଼ାଲିଗଲା। ଆଉ ଜଣେ ତା ବ୍ଯବସାୟ କାମ ରେ ଚ଼ାଲିଗଲା।

ମାଥିଉଲିଖିତ ସୁସମାଚାର 24:38

ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।

ଲୂକଲିଖିତ ସୁସମାଚାର 8:14

ଯେଉଁ ବୀଜ କଣ୍ଟା ବୁଦା ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସମାନଙ୍କେୁ ବଢିବାରୁ ବାଧାଦିଏ। ତା' ଫଳ ରେ ସେଥିରୁ ଭଲ ଫଳ ମିଳି ପା ରନୋହିଁ।

ଲୂକଲିଖିତ ସୁସମାଚାର 17:26

ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ଯପୁତ୍ର ଫରେି ଆସିବା ସମୟରେ ସହେି ଏକା କଥା ଘଟିବ।

ଲୂକଲିଖିତ ସୁସମାଚାର 18:24

ସହେି ଯିହୂଦୀ ନେତାଙ୍କୁ ଦୁଃଖିତ ହବୋର ଦେଖି ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।

ଲୂକଲିଖିତ ସୁସମାଚାର 20:4

ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ବରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?

ଯୋହନଲିଖିତ ସୁସମାଚାର 1:11

ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ,

ଯୋହନଲିଖିତ ସୁସମାଚାର 5:40

କିନ୍ତୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବା ପାଇଁ ମାେ ନିକଟକୁ ଆସୁ ନାହଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:45

ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:5

ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଚ଼ାର ପ୍ରଚ଼ାର କରିବା ରେ ଦେଲେ। ସେ ଯିହୂଦୀମାନଙ୍କ ଆଗ ରେ ପ୍ରମାଣିତ କରି ଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:25

ସମାନେେ ଶଷେ ରେ ନିଜ ନିଜ ଭିତ ରେ ତର୍କବିତର୍କ କରି ବିଦାୟ ନେଲେ। ସେତବେେଳେ ପାଉଲ ସମାନଙ୍କେୁ କହିଲେ, ପବିତ୍ର ଆତ୍ମା ଭାବବାଦୀ ୟିଶାୟଙ୍କ ଦ୍ବାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ଯ କଥା କହିଥିଲେ। ସେ କହିଲେ,

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:9

ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:4

ଲୋକେ ସତକଥା ଶୁଣିବା ବନ୍ଦ କରି ଦବେେ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରିବାକୁ ସମାନେେ ଆରମ୍ଭ କରିବେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:10

ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମାେତେ ଛାଡ଼ି ଚାଲିଗଲେ। ସେ ଥସେଲନୀକୀକୁ ଯାଇଛନ୍ତି। କ୍ ରେସକନ୍େସ୍ ଗାଲାତୀଆକୁ, ତିତସ୍ ଦଲ୍ଲତିଆକୁ ଯାଇଛନ୍ତି।

ଏବ୍ରୀ 12:16

ସାବଧାନ ରୁହ ଯେପରି କହେି ହେଲେ ୟୌନ ବ୍ଯଭିଚାର ନ କରେ। ସାବଧାନ ରୁହ ଯେପରି କହେି ଏସେ ୗ ଭଳି ନ ହେଉ। ସେ ପରମେଶ୍ବରଙ୍କ ବିଷୟ ରେ ଚିନ୍ତା କରେ ନାହିଁ। ଏସେ ୗ ଜେଷ୍ଠପୁତ୍ର ଥିଲା, ଓ ସେ ତା' ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥାନ୍ତା। କିନ୍ତୁ ଥରକର ଭୋଜନ ବଦଳ ରେ ସେ ସବୁକିଛି ବିକ୍ରି କରି ଦଲୋ।

ଯୋହନଙ୍କ ପ୍ରଥମ ପତ୍ର 2:15

ତୁମ୍ଭମାନେେ ସଂସାରକୁ ବା ସେଥି ରେ ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି କହେି ସଂସାରକୁ ଭଲ ପାଏ, ତବେେ ପିତାଙ୍କ ପ୍ ରମେ ତାହାଠା ରେ ନାହିଁ।

Interlinear

Choose Theme