ତେଣୁ ମୁଁ ନିଜକୁ କହିଲି, ନିଶ୍ଚଯ ସମାନେେ ଦରିଦ୍ର, ଏବଂ ନିର୍ ବୋଧ, କାରଣ ସମାନେେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।
Cross references
ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ।
ସଦାପ୍ରଭୁ ଜ୍ଞାନ ଶିକ୍ଷା ଦବୋକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଚାର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁଗ୍ଧ ପୋଷ୍ଯ ଶିଷ୍ଯ ସଦୃଶ ବୁଝିବାକୁ ଅକ୍ଷମ।
ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦବେ, ସମାନେେ ମଧ୍ଯ ସାଧାରଣ ଭାବରେ କହିବେ, ସଗେୁଡ଼ିକ ଅକ୍ଷର ରେ ଛପା ହାଇେଛି। ମୁଁ ପଢ଼ିପାରିବି ନାହିଁ।'
ପରମେଶ୍ବର କହିଲେ, ମାରେଲୋକମାନେ ନିର୍ବୋଧ ଏବଂ ସମାନେେ ମାେତେ ଜାଣନ୍ତି ନାହିଁ। ସମାନେେ ନିର୍ବୋଧ ସନ୍ତାନ ତୁଲ୍ଯ, ସମାନଙ୍କେର ଅର୍ନ୍ତଦୃଷ୍ଟି ନାହିଁ। ସମାନେେ କୁକର୍ମ କରିବା ରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସମାନେେ ଜାଣନ୍ତି ନାହିଁ।
ମାତ୍ର ତୁମ୍ଭମାନେେ ମିଥ୍ଯା କଥା ରେ ବିଶ୍ବାସ କରୁଅଛ ଯାହାକି ମୂଲ୍ଯହୀନ।
ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିଯମ ଜାଣନ୍ତି ନାହିଁ।
ଜ୍ଞାନ ଅଭାବ ୟୋଗୁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭମାନେେ ଜ୍ଞାନରୁ ବିମୁଖ ହାଇେଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହବୋକୁ ବାରଣ କରିବା। ତୁମ୍ଭମାନେେ ତୁମ୍ଭ ପରମେଶ୍ବରଙ୍କ ନିଯମକୁ ଭୁଲିୟାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା।
ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।
କୌଣସି ନେତା କ'ଣ ତାକୁ ବିଶ୍ବାସ କରିଛନ୍ତି? ନା। ଆମ୍ଭ ଫାରୂଶୀମାନଙ୍କ ମଧ୍ଯରୁ କ'ଣ ତାହାଙ୍କୁ କହେି ବିଶ୍ବାସ କରିଛନ୍ତି? ନା।