Home Bibles ଯୋହନଲିଖିତ ସୁସମାଚାର 7:21 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 7:21 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, ମୁଁ ଗୋଟିଏ ଆଶ୍ଚର୍ୟ୍ଯକାର୍ୟ୍ଯ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ୟ୍ଯ ହାଇେଥିଲ।

Cross references

ଯୋହନଲିଖିତ ସୁସମାଚାର 5:2

ୟିରୂଶାଲମ ରେ ପାନ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷା ରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମଷେଦ୍ବାର ପାଖ ରେ ଥିଲା।

ଯୋହନଲିଖିତ ସୁସମାଚାର 7:23

ଏଥିରୁ ଜଣାପଡେ ଯେ, କୌଣସି ଲୋକକୁ ମାଶାଙ୍କେର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରା ଯାଇପା ରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦହକେୁ ସୁସ୍ଥ କଲି ଦବେେ ତୁମ୍ଭେ କାହିଁକି ରାଗୁଛ?

Interlinear

Choose Theme