Home Bibles ଲୂକଲିଖିତ ସୁସମାଚାର 12:7 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:7 · ଓଡ଼ିଆ ବାଇବେଲ

ହଁ, ତୁମ୍ଭମାନଙ୍କ ମୁଣ୍ଡ ରେ କେତେ ଗୋଟି ବାଳ ଅଛି, ତାହା ମଧ୍ଯ ପରମେଶ୍ବର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ଯ ଅନକେ ଚଢଇଙ୍କେ ଅପେକ୍ଷା ବହୁତ ଅଧିକ।

Cross references

ପ୍ରଥମ ଶାମୁୟେଲ 14:45

ଏଥର ସୈନ୍ଯମାନେ ଶାଉଲଙ୍କକ୍ସ୍ଟ କହିଲେ,ଯୋନାଥନ ଆଜି ଇଶ୍ରାୟେଲକକ୍ସ୍ଟ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କବେେ ହାଇେ ନ ପା ରେ। ଆମ୍ଭେ ଜୀବିତ ପରମେଶ୍ବରଙ୍କ ପାଖ ରେ ପ୍ରାର୍ଥନା କରୁଛକ୍ସ୍ଟ, କହେି ଯୋନାଥନଙ୍କକ୍ସ୍ଟ ହତ୍ଯା ତ ଦୂରର କଥା ମକ୍ସ୍ଟଣ୍ତରକ୍ସ୍ଟ ଗୋଟିଏ କେଶ ମଧ୍ଯ ତଳେ ପଡିବାକକ୍ସ୍ଟ ଦବେକ୍ସ୍ଟ ନାହିଁ। ପରମେଶ୍ବର ପଲେଷ୍ଟୀୟ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର ପାଇଁ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିଛନ୍ତି। ତେଣୁ ଲୋକମାନ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିବେ, ତାଙ୍କୁ କବେେ ବି ହତ୍ଯା କରିବା ପାଇଁ ଦିଆୟିବ ନାହିଁ।

ଦିତୀୟ ଶାମୁୟେଲ 14:11

ସ୍ତ୍ରୀ ଲୋକଟି କହିଲେ, ଆପଣ ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ଶପଥ ନଇେ କହନ୍ତକ୍ସ୍ଟ, ଆପଣ ସମାନଙ୍କେୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ଯା ୟୋଗକ୍ସ୍ଟଁ ମାରେ ପକ୍ସ୍ଟତ୍ରକକ୍ସ୍ଟ ହତ୍ଯା କରିବାକୁ ଗ୍ଭହାଁନ୍ତି। ଶପଥ କରନ୍ତକ୍ସ୍ଟ ଯେ, ଆପମ ସମାନଙ୍କେୁ ମାରେ ପକ୍ସ୍ଟତ୍ରକକ୍ସ୍ଟ ଧ୍ବଂସ କରିବା ପାଇଁ ଦବେେ ନାହିଁ।

ଆୟୁବ ପୁସ୍ତକ 35:11

ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'

ଗୀତସଂହିତା 8:6

ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।

ଯିଶାଇୟ 43:3

କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।

ମାଥିଉଲିଖିତ ସୁସମାଚାର 6:26

ଆକାଶର ପକ୍ଷୀମାନଙ୍କୁ ଦେଖ ସମାନେେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ। ଅମାର ରେ ଖାଦ୍ୟ ଶସ୍ଯ ବି ଜମଇେ ରଖନ୍ତି ନାହିଁ। ତଥାପି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ସମାନଙ୍କେୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣଛ ଯେ ତୁମ୍ଭମାନେେ ସମାନଙ୍କେ ଅପେକ୍ଷା ଅଧିକ ଶ୍ ରେଷ୍ଠ ଅଟ?

ମାଥିଉଲିଖିତ ସୁସମାଚାର 10:30

ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।

ମାଥିଉଲିଖିତ ସୁସମାଚାର 12:12

ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ତେଣୁ ମାଶାଙ୍କେ ବ୍ଯବସ୍ଥା ବିଶ୍ରାମ ଦିବସ ରେ ଭଲ କାମ କରିବାକୁ ଅନୁମତି ଦଇେଥାଏ।

ଲୂକଲିଖିତ ସୁସମାଚାର 21:18

କିନ୍ତୁ ପ୍ରକୃତ ରେ ଏଥି ମଧ୍ଯରୁ କାହାରି ଦ୍ବାରା ମଧ୍ଯ ତୁମ୍ଭମାନଙ୍କ କ୍ଷତି ହବେନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:34

ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ଯକ। ତୁମ୍ଭମାନଙ୍କ ମଧ୍ଯରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ଯ, ନଷ୍ଟ ହବେନାହିଁ।

Interlinear

Choose Theme