Home Bibles ☰ Books ଲୂକଲିଖିତ ସୁସମାଚାର 12:58 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:58 · ଓଡ଼ିଆ ବାଇବେଲ

ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଚାରାଳୟକୁ ଯାଉଛ, ତବେେ ରାସ୍ତା ରେ ତା ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା ନ ହେଲେ ସେ ତୁମ୍ଭକୁ ବିଚାରପତିଙ୍କ ଆଗକୁ ଟାଣିନବେ। ବିଚାରପତି ତୁମ୍ଭକୁ ଅଧିକରୀଙ୍କ ହାତ ରେ ଦଇେ ଦବେେ ଏହଂ ଅଧିକାରୀ ତୁମ୍ଭକୁ କାରାଗାର ରେ ବନ୍ଦୀ କରିବେ।

Cross references

ଆଦି ପୁସ୍ତକ 32:3

ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।

ପ୍ରଥମ ଶାମୁୟେଲ 25:18

ଅବୀଗଲ ଶୀଘ୍ର 200 ରୋଟୀ, ଦକ୍ସ୍ଟଇକମ୍ଫା ଦ୍ରାକ୍ଷାରସ ଓ ପାଞ୍ଚଟି ମଷେର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ଯ ଓ 100 ପନ୍ଡୋ ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନଇେ ଗଧମାନଙ୍କ ପିଠି ରେ ଲଦିଲା।

ଆୟୁବ ପୁସ୍ତକ 22:21

ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତି ରେ ବାସ କର। ଏହା କଲେ ତୁମ୍ଭେ ଅନକେ ଭଲ ବସ୍ତୁ ପାଇବ।

ଆୟୁବ ପୁସ୍ତକ 23:7

ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ବର ନିଶ୍ଚିତ ମାେ କାହାଣୀ କହିବାକୁ ମାେତେ ଦବେେ। ତା'ପରେ ମାରେ ବିଚାରକର୍ତ୍ତା ମାେତେ ମୁକ୍ତି କରିଦବେ।

ଆୟୁବ ପୁସ୍ତକ 36:17

କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଚାର ରେ ଦୋଷୀ ସାବ୍ଯସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ଯକ୍ତି ଭଳି ଶାସ୍ତି ପାଇଲ।

ଗୀତସଂହିତା 32:6

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି। ୟଦିଓ ସମାନଙ୍କେର ବନ୍ଯାପରି ବହୁତ ବିପଦ ଅଛି, ତଥାପି ସମାନେେ ନିରାପଦରେ ରହିବେ।

ଗୀତସଂହିତା 50:22

ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।

ହିତୋପଦେଶ 6:1

ହେ ମାରେ ପୁତ୍ର, ଅନ୍ୟ ଲୋକର ଋଣ ରେ ତୁମ୍ଭେ ମଧ୍ଯସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶାଧେ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ ?

ହିତୋପଦେଶ 25:8

ବିବାଦ କରିବାକୁ ହଠାତ୍ ବାହାରକୁ ୟାଅ ନାହିଁ। ଯଦି କହେି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତବେେ ତୁମ୍ଭେ ଲଜ୍ଜିତ ହବେ।

ଯିଶାଇୟ 55:6

ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।

ମାଥିଉଲିଖିତ ସୁସମାଚାର 5:23

ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନଙ୍କର ନବୈେଦ୍ଯ ଦାନ ଆଣ, ସେତବେେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବଦେୀ ଉପରେ ପରମେଶ୍ବରଙ୍କୁ ନବୈେଦ୍ଯ ଦାନ ଦବୋ ବେଳେ ତୁମ୍ଭର ମନେ ପଡିଯାଏ ଯେ, ତୁମ୍ଭ ବିରୁଦ୍ଧ ରେ କାହାର କିଛି କଥା ଅଛି,

ମାଥିଉଲିଖିତ ସୁସମାଚାର 18:30

କିନ୍ତୁ ପ୍ରଥମ ଚ଼ାକର ର୍ଧୈୟ୍ଯ ଧରିବାକୁ ମନା କଲା। କବଳେ ଏତିକି ନୁହେଁ, ସେ ବିଚ଼ାରପତିଙ୍କ ନିକଟକୁ ଯାଇ ଦ୍ବିତୀୟ ଚ଼ାକର ବିରୁଦ୍ଧ ରେ ଅଭିଯୋଗ ମଧ୍ଯ କଲା। ଦ୍ବିତୀୟ ଚ଼ାକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶାଧେ ନ କରିବା ପର୍ୟ୍ଯନ୍ତ ତାକୁ କାରାଗାର ରେ ରହିବାକୁ ପଡ଼ିଲା।

Interlinear

Choose Theme