Home Bibles ଲୂକଲିଖିତ ସୁସମାଚାର 12:26 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:26 · ଓଡ଼ିଆ ବାଇବେଲ

ତବେେ ତୁମ୍ଭମାନେେ ଯଦି ଏଡିକି େଛାଟିଆ କାମଟିଏ କରି ପାରିବନାହିଁ, ତବେେ ଅନ୍ୟସବୁ ବଡବଡ କାମ ପାଇଁ କାହିଁକି ବ୍ଯସ୍ତ ହାଇେ ପଡୁଛ?

Cross references

ଗୀତସଂହିତା 39:6

ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।

ଉପଦେଶକ 7:13

ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।

ଲୂକଲିଖିତ ସୁସମାଚାର 12:29

ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।

ପିତରଙ୍କ ପ୍ରଥମ ପତ୍ 5:7

ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।

Interlinear

Choose Theme