ତେଣୁ ଯଦି ଶୟତାନ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ କିଭଳି ତା ରାଜ୍ଯ ତିଷ୍ଟି ରହି ପାରିବ? ମୁଁ ବାଆଲ୍ଜିବୁଲ ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭମାନେେ କହୁଛ।
Cross references
ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:
ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତବେେ ତା'ର ଅର୍ଥ ସେ ନିଜେ ନିଜ ଭିତ ରେ ଭାଗଭାଗ ହାଇେଛି। ଏ ପରିସ୍ଥିତି ରେ ତା'ର ରାଜ୍ଯ ତିଷ୍ଠି ରହି ପାରିବା ସମ୍ଭବ ହବେନାହିଁ।
ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁ ସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆୟିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆୟିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧ ରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି।
କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ କହିଲେ, ଯୀଶୁ ଭୂତପତି ବାଆଲ୍ଜିବୁଲ୍ର ଶକ୍ତି ଦ୍ବାରା ଭୂତ ଛଡାଉଛନ୍ତି, ଭୂତମାନଙ୍କୁ ତଡି ଦବୋକୁ ବ୍ଯବହାର କରୁଛନ୍ତି।
ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।