କିନ୍ତୁ ଯୀଶୁ ସହେି ଲୋକମାନଙ୍କ ଭାବନା ଜାଣିପାରିଲେ। ସେ କହିଲେ, ଗୋଟିଏ ରାଜ୍ଯ ଭାଗଭାଗ ହାଇେ ନିଜ ବିରୁଦ୍ଧ ରେ ଲଢଇେ କଲେଶଷେ ରେ ଧ୍ବଂସ ହାଇଯେିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧ ରେ ଲଢଇେ କଲେ ସେ ପରିବାର ମଧ୍ଯ ଭାଙ୍ଗିୟିବ।
Cross references
ଇଶ୍ରାୟେଲର ଲୋକମାନେ ଦେଖିଲେ ଯେ ରାଜା ରିହବିଯାମ୍ ସମାନଙ୍କେର କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ କହିଲେ, ଆମ୍ଭମାନେେ କ'ଣ ଦାଉଦଙ୍କ ବଂଶର ଅଂଶ ବିଶଷେ ଅଟୁ ? ନା ! ଆମ୍ଭମାନେେ କ'ଣ ୟିଶୀଙ୍କ ପୁତ୍ର ଠାରୁ କିଛି ପାଇଅଛୁ ? ନା ! ତେଣୁ ଇଶ୍ରାୟେଲ, ଆସ ଆମ୍ଭୋମନେ ନିଜ ନିଜ ଗୃହକୁ ଫରେିୟିବା। ଦାଉଦ ତାଙ୍କର ଆତ୍ମୀଯମାନଙ୍କ ଉପରେ ରାଜତ୍ବ କରନ୍ତୁ। ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ଗୃହସବୁକୁ ଫରେିଗଲେ।
ଇଶ୍ରାୟେଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାଯନ କଲେ। ପରମେଶ୍ବର ଇଶ୍ରାୟେଲର ସୈନ୍ଯଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ଯଦଳକୁ ଆଗଇେ ନେଲେ।
ଲୋକମାନେ ଦକ୍ଷିଣ ହସ୍ତ ରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହବେେ। ବାମ ହସ୍ତ ରେ ଯାହା ଭୋଜନ କରିବେ ସେଥି ରେ ତୃପ୍ତ ହବେେ ନାହିଁ। ତା'ପ ରେ ସମାନେେ ନିଜ ପିଲାମାନଙ୍କ ମାଂସ ଭକ୍ଷଣ କରିବେ।
ପରମେଶ୍ବର କୁହନ୍ତି, ମିଶରୀଯମାନେ ଆପଣା ଆପଣା ବିରୁଦ୍ଧ ରେ ୟୁଦ୍ଧ କରିବେ, ମୁଁ ତା'ର କାରଣ ହବେି। ଲୋକେ ସମାନଙ୍କେ ଭାଇ ବିପକ୍ଷ ରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧିଅରେ ୟୁଦ୍ଧ ହବେ। ନଗର ନଗର ମଧିଅରେ ଓ ରାଜ୍ଯ ରାଜ୍ଯ ମଧିଅରେ ଲଢ଼ିବେ।
ସମାନେେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ମନ୍ଦ ଭାବନା କାହିଁକି ଆଣୁଛ?
ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣିପାରିଲେ ଓ ସମାନଙ୍କେୁ କହିଲେ, ନିଜ ବିରୁଦ୍ଧ ରେ ବିଭଦେ ସୃଷ୍ଟି କରୁଥିବା ପ୍ରେତ୍ୟକକ ରାଜ୍ଯ ଧ୍ବଂସ ପାଇୟିବ। ଯଦି କୌଣସି ନଗର ନିଜ ନିଜ ମଧିଅରେ ଭାଗଭାଗ ହାଇଯୋଏ, ତବେେ ତାହା ତିଷ୍ଠିରହି ପାରିବନି। ସହେିଭଳି ନିଜନିଜ ଭିତ ରେ ଭାଗ ହାଇଗେଲେ କୌଣସି ପରିବାର ତିଷ୍ଠି ରହି ପାରିବନି।
ତେଣୁ ଯୀଶୁ ସମାନଙ୍କେୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ବୁଝାଇଲେ, ଶୟତାନ କିପରି ଶୟତାନକୁ ତଡି ଦଇେ ପାରିବ?
ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।