ମାର୍ଥାକୁ ବହୁତ ଗୁଡାଏ କାମ କରିବାକୁ ପଡୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, ପ୍ରଭୁ! ମାେ ଭଉଣୀ ଘରର ଯେ ସବୁ କାମ ମାେ ଉପରେ ଛାଡି ଦଇେଛି, ଏ ବିଷୟ ରେ କ'ଣ ଆପଣଙ୍କର ମନୋୟୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମାେତେ ସାହାୟ୍ଯ କରୁ।
Cross references
ପରମେଶ୍ବର ସେ ନଗରକୁ ରକ୍ଷା କରିବାରୁ ୟୂନସ ଖୁସି ହେଲେ ନାହିଁ। ସେ ଏଥି ରେ କୋରଧାନ୍ବିତ ହେଲେ।
ସନ୍ଧ୍ଯା ବଳକେୁ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି କହିଲେ, ଏହା ଅତ୍ଯନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠଇେ ଦିଅ। ତା' ହେଲେ ସମାନେେ ଗାଁମାନଙ୍କୁ ଯାଇ ସମାନଙ୍କେ ପାଇଁ ଖାଦ୍ୟ କିଣି ପାରିବେ।
ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।
ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।
କିନ୍ତୁ ଯୀଶୁ ସମାନଙ୍କେ ଆଡକୁ ବୁଲି ପଡି ସମାନଙ୍କେୁ ଭର୍ତ୍ସନା କଲେ।
ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।
ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।