Home Bibles ଯୂନସ 4:1 · ଓଡ଼ିଆ ବାଇବେଲ
ଯୂନସ 4:1 · ଓଡ଼ିଆ ବାଇବେଲ

ପରମେଶ୍ବର ସେ ନଗରକୁ ରକ୍ଷା କରିବାରୁ ୟୂନସ ଖୁସି ହେଲେ ନାହିଁ। ସେ ଏଥି ରେ କୋରଧାନ୍ବିତ ହେଲେ।

Cross references

ଯୂନସ 4:4

ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସମାନଙ୍କେୁ ବିନାଶ କଲୁ ନାହିଁ?

ଯୂନସ 4:9

କିନ୍ତୁ ପରମେଶ୍ବର ୟୂନସକୁ କହିଲେ, ତୁମ୍ଭେ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?

ମାଥିଉଲିଖିତ ସୁସମାଚାର 20:15

ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'

ଲୂକଲିଖିତ ସୁସମାଚାର 7:39

ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

ଲୂକଲିଖିତ ସୁସମାଚାର 15:28

ଏହା ଶୁଣି ବଡ ପୁଅ ଭୀଷଣ ରାଗିଗଲା। ସେ ଭିତ ରେ ପ୍ରବେଶ କରିବା ପାଇଁ ଇଚ୍ଛା କଲାନାହିଁ। ତେଣୁ ତା' ବାପା ବଡ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:46

କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, ପରମେଶ୍ବରଙ୍କର ସୁସମାଚ଼ାର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାୟିବା ଆବଶ୍ଯକ ଥିଲା। କିନ୍ତୁ ତୁମ୍ଭମାନେେ ତାହା ଅସ୍ବୀକାର କରିବାରୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ଯ ଭାବି ନ ଥିବାରୁ ଆମ୍ଭମାନେେ ଅନ୍ୟଜାତୀୟମାନଙ୍କ ପାଖକୁ ୟିବା।

ଯାକୁବଙ୍କ ପତ୍ 4:5

ତୁମ୍ଭେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ ହେ : ପରମେଶ୍ବର ଆମ୍ଭ ମଧିଅରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦଇେଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିବା ନିମନ୍ତେ ଚାହାଁନ୍ତି।334

Interlinear

Choose Theme