ତା'ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ। ସେ ଭବିଷ୍ଯଦ୍ବାଣୀ କହିଲେ,
Cross references
ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।
ମାେ ଦ୍ବାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ଯ ମାେ ଜିହ୍ବା ରେ ଥିଲା।
ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।
ସରିୟମଙ୍କ ଅଭିବାଦନ ଶୁଣିବା ମାତ୍ ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ।
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।