Home Bibles ଲେବୀୟ ପୁସ୍ତକ 9:10 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 9:10 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ମାଶାେ ପ୍ରତି ଆଜ୍ଞାନୁସା ରେ ହାରୋଣ ମଦେ, ଗୁରୁଦା ଓ ୟକୃତର ଆଚ୍ଛାଦିତ ହାଇେଥିବା ପାପାର୍ଥକ ବଳିସବୁକୁ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

Cross references

ଲେବୀୟ ପୁସ୍ତକ 3:3

ସେ ମଙ୍ଗଳାର୍ଥକ ନବୈେଦ୍ଯର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ୍ର-ଉପରିସ୍ଥ ମଦେ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 3:9

ଏହାପରେ ସହେି ମଙ୍ଗଳାର୍ଥକ ନବୈେଦ୍ଯରୁ ଏକ ଅଂଶ ନବୈେଦ୍ଯ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହବେ। ସେ ତା'ର ମଦେ, ସମସ୍ତ ମଦମେଯ ଲାଙ୍ଗୁଳ, ମରେୁଦଣ୍ଡ ନିକଟରୁ କାଟି ନବେ। ସମସ୍ତ ମଦେ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡିକ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 4:8

ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମଦେ, ଯାହାକି ଅନ୍ତବୁଜୁଳାର ଉପରିସ୍ଥ ଏବଂ ପାଶର୍‌ବବର୍ତ୍ତୀ ମଦେ ହବୋ ଉଚିତ୍।

ଲେବୀୟ ପୁସ୍ତକ 4:34

ତା'ପରେ ସେ ଯାଜକ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ଅଙ୍ଗୁଳି ରେ ନଇେ ହୋମବଦେୀର ଶିଙ୍ଗ ଉପରେ ଦବେ ଓ ଆଉ ସମସ୍ତ ରକ୍ତ ୟଜ୍ଞବବଦେୀ ମୂଳ ରେ ଢାଳିବ।

ଲେବୀୟ ପୁସ୍ତକ 8:16

ଅନନ୍ତର ମାଶାେ ଅନ୍ତ ଚତୁଃପାଶର୍‌ବସ୍ଥ ସମସ୍ତ ମଦେ, ୟକୃତ ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁରୁଦା ଓ ତାହାର ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

ଗୀତସଂହିତା 51:17

ନମ୍ର ଆତ୍ମା ପରମେଶ୍ବରଙ୍କର ଗ୍ରାହ୍ଯବଳି। ହେ ପରମେଶ୍ବର, ତୁମ୍ଭେ ନମ୍ର ହୃଦଯକୁ ଓ ପାପ ପାଇଁ ଅନୁତପ୍ତ ହୃଦଯକୁ ପ୍ରତ୍ଯାଖ୍ଯାନ କରିବ ନାହିଁ।

ହିତୋପଦେଶ 23:26

ହେ ମାରେ ପୁତ୍ର, ତୁମ୍ଭର ହୃଦଯ ମାେତେ ଦିଅ। ତୁମ୍ଭର ଚକ୍ଷୁ ମାେ ପଥରେ ତୁଷ୍ଟ ହେଉ।

ଯିଶାଇୟ 53:10

ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।

ଯିଶାଇୟ 57:15

କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।

ଯିଶାଇୟ 66:2

ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।

Interlinear

Choose Theme