ତା'ପରେ ଦେଶ ଶୂନ୍ଯ ହାଇଯେିବ ଓ ତୁମ୍ଭମାନେେ ଆପଣା ଶତୃଗଣ ଦେଶ ରେ ରହିବ, ତା'ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପ ଭୋଗ କରିବ।
Cross references
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବୋ, ତୁମ୍ଭମାନେେ ସହେି ଦେଶ ରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂମି ବିଶ୍ରାମ କରିବ।
ପୁଣି ତୁମ୍ଭେ ପଚାଶତମ ବର୍ଷକୁ ପବିତ୍ରରୂପେ ବିବଚେନା କରିବ। ସମୁଦାଯ ଦେଶ ରେ ପ୍ରେତ୍ୟକକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘାଷେଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ୟୋବଲେ (ମହୋଲ୍ଲାସ ଉତ୍ସବ) ହବେ। ତୁମ୍ଭମାନେେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫରେିୟିବ ଓ ପ୍ରେତ୍ୟକକ ନିଜ ନିଜ ବଂଶ ନିକଟକୁ ଫରେିୟିବ।
ଦେଶ ମଧ୍ଯ ସମାନଙ୍କେ ଦ୍ବାରା ତ୍ଯକ୍ତ ହାଇେ ରହିବ ଓ ସମାନଙ୍କେ ଅବର୍ତ୍ତାମାନର ଶୂନ୍ଯସ୍ଥାନ ହାଇେ ପଡିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସମାନେେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସମାନେେ ଆମ୍ଭର ବିଧି ଅଗ୍ରାହ୍ଯ କଲେ ଓ ସମାନଙ୍କେ ପ୍ରାଣ ଆମ୍ଭ ବ୍ଯବସ୍ଥା ଘୃଣା କଲା।
ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ସବୁ ବିଷଯ କହିଥିଲେ, ତାହା ପ୍ରକୃତ ରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ଯମ ରେ କହିଥିଲେ : ଏହି ସ୍ଥାନ ସତୁରି ବର୍ଷ ପର୍ୟ୍ଯନ୍ତ ଧ୍ବଂସର ସ୍ଥାନ ହାଇେ ରହିବ। କାରଣ ଲୋକମାନେ ବିଶଷେ ବିଶ୍ରାମବାର ରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲଗିରହିବ।