କାରଣ ସମାନେେ ଆମ୍ଭର ଦାସ, ଆମ୍ଭେ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସମାନେେ ପୁନର୍ବାର ଆଉ କ୍ରୀତଦାସ ହବେେ ନାହିଁ।
Cross references
ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।
କାରଣ ଇଶ୍ରାୟେଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସମାନଙ୍କେୁ ମିଶର ଦେଶରୁ ଦାସତ୍ବରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ମୁଁ ତୁମ୍ଭ ସଦାପ୍ରଭୁ ପରମେଶ୍ବର ଅଟେ। ମୁଁ ତୁମ୍ଭମାନଙ୍କୁ ଦାସ ହବୋରୁ ରକ୍ଷା କଲି। ମୁଁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ୟୁଆଳିର ୟୋତ ଭାଙ୍ଗି ଅଛି ଓ ତୁମ୍ଭମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।
କିନ୍ତୁ ତୁମ୍ଭମାନେେ ଯେତବେେଳେ ତୁମ୍ଭର କ୍ରିତଦାସମାନଙ୍କୁ ମକ୍ସ୍ଟକ୍ତ କରିବ, ସେତବେେଳେ ସମାନଙ୍କେୁ ମକ୍ସ୍ଟକ୍ତ ହସ୍ତ ରେ ୟିବାକକ୍ସ୍ଟ ଦବନୋହିଁ।
କିନ୍ତୁ ଏବେ ତୁମ୍ଭମାନେେ ପାପରୁ ମୁକ୍ତ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କର ଦାସ ଓ ଏହା କବଳେ ପରମେଶ୍ବରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦବେ। ତା'ପରେ ତୁମ୍ଭମାନେେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ।
ଯଦି ପରମେଶ୍ବର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥା ରେ ଡ଼ାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭମାନେେ ସ୍ବାଧୀନ ହାଇପୋର, ତାହାହେଲେ ସହେି ସୁଯୋଗର ବ୍ଯବହାର କର।