Home Bibles ରୋମୀୟଙ୍କ ପ୍ରତି ପତ୍ର 6:22 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 6:22 · ଓଡ଼ିଆ ବାଇବେଲ

କିନ୍ତୁ ଏବେ ତୁମ୍ଭମାନେେ ପାପରୁ ମୁକ୍ତ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କର ଦାସ ଓ ଏହା କବଳେ ପରମେଶ୍ବରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦବେ। ତା'ପରେ ତୁମ୍ଭମାନେେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ।

Cross references

ଆଦି ପୁସ୍ତକ 50:17

ଯୋଷଫଙ୍କେୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରି ଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସମାନଙ୍କେର ସହେି ଅଧର୍ମ ଓ ପାପ ମାର୍ଜନା କରିବ।' ଏଣୁକରି ଆମ୍ଭମାନେେ ବିନଯ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ବରଙ୍କ ଦାସଗଣର ଅଧର୍ମ ମାର୍ଜନା କର।

ଗଣନା ପୁସ୍ତକ 23:10

ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।

ଆୟୁବ ପୁସ୍ତକ 1:8

ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ମାରେ ସବେକ ଆୟୁବକୁ ଦେଖିଛ କି ? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି ଅଟେ। ସେ ପରମେଶ୍ବରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ୟ୍ଯ କରିବାକୁ ପ୍ରତ୍ଯାଖାନ କରେ।

ଗୀତସଂହିତା 37:37

ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।

ଗୀତସଂହିତା 86:2

ମୁଁ ତୁମ୍ଭର ଭକ୍ତ, ଦୟାକରି ମାେ ଜୀବନକୁ ରକ୍ଷା କର! ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।

ଗୀତସଂହିତା 92:14

ଏପରିକି ଯେତବେେଳେ ସମାନେେ ବୃଦ୍ଧ ହବେେ, ସେତବେେଳେ ମଧ୍ଯ ସମାନେେ ଫଳ ଉତ୍ପନ୍ନ କରିପାରିବେ। ସମାନେେ ସୁସ୍ଥ ରହିବେ ଏବଂ ସମାନଙ୍କେର ବହୁତ ପତ୍ର ରହିବ।

ଗୀତସଂହିତା 143:12

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦ୍ବାରା ମାରେ ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି, ସମାନଙ୍କେୁ ଧ୍ବଂସ କର। କାରଣ ମୁଁ ତୁମ୍ଭର ସବେକ ଅଟେ।

ଯିଶାଇୟ 54:17

ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'

ଦାନିଏଲ 3:26

ତା'ପ ରେ ନବୂଖଦ୍ନିତ୍ସର ପ୍ରଜ୍ବଳିତ ଅଗ୍ନିକୁଣ୍ତ ଆଡକୁ ୟାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭମାନେେ ଅଗ୍ନିକୁଣ୍ତରୁ ବାହାରି ଆସ।

ଦାନିଏଲ 6:20

ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ବର ରେ ଡାକିଲା, ହେ ଜୀବିତ ପରମେଶ୍ବରଙ୍କ ସବେକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ବରଙ୍କୁ ସବୋ କରୁଅଛ, ସହେି ପରମେଶ୍ବର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?

ମାଥିଉଲିଖିତ ସୁସମାଚାର 13:40

ଯେପରି ବାଳୁଙ୍ଗାକୁ ଏକାଠି କରା ହେଲା ଓ ନିଆଁ ରେ ପୋଡି଼ ଦିଆଗଲା, ଠିକ୍ ସହେିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହବେ।

ମାଥିଉଲିଖିତ ସୁସମାଚାର 13:43

ଯେତବେେଳେ ଧାର୍ମିକ ଲୋକମାନେ ସୂର୍ୟ୍ଯ ଭଳି ପ୍ରକାଶମାନ ହବେେ। ସମାନେେ ତାହାଙ୍କ ପରମପିତାଙ୍କ ରାଜ୍ଯ ରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।

ମାଥିଉଲିଖିତ ସୁସମାଚାର 19:29

ମାେ ପାଇଁ ଯେଉଁ ଲୋକ ଘରଦ୍ବାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦଇେଛି, ସେ ଶ ହଗେୁଣ ଅଧିକା ପାଇବ ଏବଂ ଅନନ୍ତଜୀବନ ପାଇବ।

ମାଥିଉଲିଖିତ ସୁସମାଚାର 25:46

ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।

ଯୋହନଲିଖିତ ସୁସମାଚାର 4:36

ବର୍ତ୍ତମାନ ମଧ୍ଯ ଯେଉଁ ଲୋକ ଶସ୍ଯ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ଯ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳି ଉଭୟ ମିଳି ଆନନ୍ଦିତ କରିବେ।

ଯୋହନଲିଖିତ ସୁସମାଚାର 8:32

ତୁମ୍ଭେ ସତ୍ଯକୁ ଜାଣିବ ଓ ସହେି ସତ୍ଯ ତୁମ୍ଭକୁ ମୁକ୍ତ କରିବ।

ଯୋହନଲିଖିତ ସୁସମାଚାର 15:2

ମାଠାେ ରେ ଥିବା ଯେଉଁ ଶାଖା ରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖା ରେ ଫଳ ଫଳି ଥାଏ, ସେ ସଗେୁଡିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି।

ଯୋହନଲିଖିତ ସୁସମାଚାର 15:16

ତୁମ୍ଭେ ମାେତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ୟ୍ଯ ଦଇେଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଚା ହେଁ, ତୁମ୍ଭ ଜୀବନ ରେ ଏହି ଫଳ ଲାଗିରହୁ। ସେଥି ରେ ମାେ ନାମ ନଇେ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦବେେ।

ରୋମୀୟଙ୍କ ପ୍ରତି ପତ୍ର 6:14

ପାପ ତୁମ୍ଭମନଙ୍କର ସ୍ବାମୀ ହବେ ନାହିଁ। କାରଣ ତୁମ୍ଭମାନେେ ବ୍ଯବସ୍ଥାର ବନ୍ଧନ ରେ ନୁହଁ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କ ଅନୁଗ୍ରହ ରେ ଜୀବିତ ଅଛ।

ରୋମୀୟଙ୍କ ପ୍ରତି ପତ୍ର 6:18

ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରା ହେଲା ଓ ଏବେ ତୁମ୍ଭମାନେେ ଧାମିର୍କତାର ଦାସ ହାଇେଛ।

ରୋମୀୟଙ୍କ ପ୍ରତି ପତ୍ର 6:21

ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।

ରୋମୀୟଙ୍କ ପ୍ରତି ପତ୍ର 7:4

ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।

ରୋମୀୟଙ୍କ ପ୍ରତି ପତ୍ର 7:25

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଧନ୍ଯବାଦ ହେଉ। ଅତଏବ-ମାେ ମନ ସହିତ ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାର ଦାସ। କିନ୍ତୁ ପାପପୂର୍ଣ ସ୍ବଭାବରେ ମୁଁ ପାପୟୁକ୍ତ ନିୟମର ଦାସ।

ରୋମୀୟଙ୍କ ପ୍ରତି ପତ୍ର 8:2

ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:22

କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ବାନ କଲା ବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠା ରେ ସ୍ବାଧୀନ ଲୋକ। ସହେି ପ୍ରକାର ସ୍ବାଧୀନ ଲୋକ ଥିଲା ବେଳେ ପ୍ରଭୁ ଯାହାକୁ ଆହ୍ବାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:17

ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।

ଗାଲାତୀୟଙ୍କ ପ୍ରତି ପତ୍ର 1:10

ତୁମ୍ଭମାନେେ କ'ଣ ଭାବୁଛ ଯେ, ଲୋକେ ମାେତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି ? ନା! ଜଣେ ପରମେଶ୍ବର ଅଛନ୍ତି, ମୁଁ କବଳେ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥାନ୍ତି, ତବେେ ଖ୍ରୀଷ୍ଟଙ୍କର ସବେକ ହାଇେ ନ ଥାନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 5:13

ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

ଗାଲାତୀୟଙ୍କ ପ୍ରତି ପତ୍ର 5:22

ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

ଏଫିସୀୟଙ୍କ ପ୍ରତି ପତ୍ର 5:9

ଆଲୋକ ପ୍ରେତ୍ୟକକ ପ୍ରକାରର ଉତ୍ତମ ଭାବ, ଉଚିତ ଜୀବନଯାପନ ଓ ସତ୍ଯ ଫଳ ଉତ୍ପନ୍ନ କରେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:11

ତୁମ୍ଭେ ପରମେଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ ରେ ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ ରେ ଅନକେ ଉତ୍ତମ କାମ କରିବ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:17

ମୁଁ ତୁମ୍ଭ ଉପହାର ପାଇଁ ଲାଳାଯିତ ନୁହେଁ କିନ୍ତୁ ମୁଁ ଚା ହେଁ ଯେ, ଦବୋ ଦ୍ବାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ।

କଲସୀୟଙ୍କ ପ୍ରତି ପତ୍ର 1:10

ଯେପରି ତୁମ୍ଭମାନେେ ପ୍ରଭୁଙ୍କୁ ଗୌରବ ଆରିଲା ଭଳି ଓ ପ୍ରେତ୍ୟକକ ଢ଼ଙ୍ଗ ରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟଗୁଡ଼ିକ ବ୍ଯବହାର କରି ଜୀବନ-ଯାପନ କରିବ ; ଯେପରି ତୁମ୍ଭମାନେେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ବର ବିଷୟକ ଜ୍ଞାନ ରେ ବିକାଶ ଲାଭ କରିବ ;

କଲସୀୟଙ୍କ ପ୍ରତି ପତ୍ର 4:12

ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସବେକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ପରିପକ୍ବ ହୁଅ, ଓ ପରମେଶ୍ବର ଯାହା କିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି।

ତୀତସଙ୍କ ପ୍ରତି ପତ୍ର 1:1

ପରମେଶ୍ବରଙ୍କ ସବେକ, ଓ ଯୀଶୁଖ୍ରୀଷ୍ଟଙ୍କ ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିଶ୍ବାସ ରେ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ସତ୍ଯ ଜାଣିବା ପାଇଁ ସହେି ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ପରମେଶ୍ବରଙ୍କୁ ଲୋକେ କିପରି ସବୋ କରିବେ, ତାହା ସହେି ସତ୍ଯ ଦଖାଇେ ଥାଏ।

ଯାକୁବଙ୍କ ପତ୍ 1:1

ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।

ପିତରଙ୍କ ପ୍ରଥମ ପତ୍ 1:9

ତୁମ୍ଭ ବିଶ୍ବାସର ଗୋଟିଏ ଲକ୍ଷ୍ଯ ଅଛି। ତାହା ହେଲେ ଆତ୍ମାର ଉଦ୍ଧାର। ତୁମ୍ଭେ ସହେି ଲକ୍ଷ୍ଯ ଅର୍ଥାତ୍ ଉଦ୍ଧାର ପାଉଛ।

ପିତରଙ୍କ ପ୍ରଥମ ପତ୍ 2:16

ପରମେଶ୍ବର ଏହା ଚାହାଁନ୍ତି। ସ୍ବାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ବାଧୀନତାର ଅପବ୍ଯବହାର କର ନାହିଁ। ପରମେଶ୍ବରଙ୍କ ସବୋ ରେ ଜୀବନ କାଟ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:13

ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?

Interlinear

Choose Theme